Masthead

ରାଜଧାନୀରେ ସିଲ୍ ହେଲା ୩ ଡ୍ୟାନ୍ସ ବାର୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀରେ ସିଲ୍ ହେଲା ୩ ଡ୍ୟାନ୍ସ ବାର୍ । କଟକ ରୋଡରେ ଥିବା ୩ ଡ୍ୟାନ୍ସ ବାର ସିଲ୍ ହୋଇଛି । ଏକାମ୍ର, ଲାଇଭ୍ ଟପ୍ ଓ ନଶା ଡ୍ୟାନ୍ସ ବାର୍ ସିଲ୍ ହୋଇଛି । କଟକ ଫ୍ଲାଇଂ ସ୍କ୍ବାଡ୍ ଏବଂ ଅବକାରୀ ବିଭାଗର ମିଳିତରେ ଡ୍ୟାନ୍ସ ବାର୍ ସିଲ୍ ହୋଇଛି। ନାଇଟ କର୍ଫ୍ୟୁ ଉଲ୍ଲଙ୍ଘନ ଏବଂ କୋଭିଡ କଟକଣାକୁ ନ ମାନିବା ପଡ଼ିଲା ମହଙ୍ଗା।

ରାତି ୧୦ଟା ପରେ ଖୋଲା ରଖିଥିବାରୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ପୋଲିସ । ବିନା ଅନୁମତିରେ ଚାଲିଥିଲା ଡ୍ୟାନ୍ସ ବାର୍। ଆଉ ଅନ୍ୟ ୨ଟି ଡ୍ୟାନ୍ସ ବାରକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ତେବେ ଘଟଣାରେ ୧୬ଜଣ ବାର୍ ଗାର୍ଲଙ୍କୁ ପଚରାଉଚରା କରି ଛାଡ଼ି ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ