Masthead

ପୁଲିସ ପକ୍ଷରୁ ଚଢ଼ାଉ, ତିନି ଡକାୟତ ଗିରଫ

ସୋର (ବଡ଼ ଖବର ବ୍ୟୁରୋ): ଗତକାଲି ରାତିରେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରୁ ଡକାୟତି କରିଥିବା ତିନିଜଣ ଡକାୟତଙ୍କୁ ଗିରଫ କରିଛି ସୋର ପୁଲିସ। ଗତକାଲି ରାତିରେ ସିମୁଳିଆ ଥାନା ଝାମୁଝାଡ଼ି ଅଂଚଳର ଗଜେନ୍ଦ୍ର ବିଶ୍ୱାଳ ସୋର ଅଭିମୁଖେ ଆସୁଥିବା ବେଳେ ସାଜନପୁର ତାରିଣୀ ଛକ ନିକଟରେ ଚାରିଜଣ ଯୁବକ ଟାନିଉ ମାଡ଼ ମାରି ତାଙ୍କ ନିକଟରୁ ଏକ କ୍ୟାମେରା ଓ ବାଇକଟିକୁ ଲୁଟ କରିଥିଲେ।

ସେହିପରି ସୋର ଥାନା ରାଧାବହଲବପୁର ଗ୍ରାମର ଦୟାନିଧି ପ୍ରଧାନ ଜାମୁଝାଡ଼ିରୁ ସୋର ଅଭିମୁଖେ ଫେରୁଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ମୟୁର ହୋଟେଲ ନିକଟରେ ଉକ୍ତ ଚାରିଜଣ ଯୁବକ ତାଙ୍କୁ ଅଟକାଇ ମାଡ଼ ମାରିବା ସହିତ ତାଙ୍କ ନିକଟରୁ ୧୮ ହଜାର ଟଙ୍କା ଓ ଏକ ମୋବାଇଲ ଫୋନ ଲୁଟ କରିଥିଲେ। ଏ ବାବଦରେ ଦୟାନିଧି ସୋର ଥନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଚାରିଜଣଙ୍କ ମଧ୍ୟରୁ ତିନିଜଣ ଯୁବକଙ୍କୁ କୋଟ ଚାଲାଣ କରିଛି ସୋର ପୋଲିସ, ଆଗରୁ ଏହି ଯୁବକ ମାନେ ବିଭିନ୍ନ ଡକାୟତ କେଶ ରେ ଗିରଫ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ