Before Header

ନୂଆପଡ଼ାରେ ଆତଙ୍କ ଖେଳାଇଛି କଲରାପତରିଆ ବାଘ

0 8

ନୂଆପଡ଼ା(ବଡ଼ ଖବର ବ୍ୟୁରୋ): ପୁଣି ନୂଆପଡ଼ାରେ ବାଘ ଆତଙ୍କ । ନୂଆପଡ଼ା ରେଞ୍ଜ ଧରମବନ୍ଧା ବିଟ ଚୁଲାଭାଟ ଗ୍ରାମରେ ଆତଙ୍କ ଖେଳାଇଛି କଲରାପତରିଆ ବାଘ । ଗୋଟିଏ ଗାଈକୁ ମାରି ଖାଇଥିବା ସୂଚନା ମିଳିଛି । କିଛି ଦିନ ହେଲା ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବାଘ ଆତଙ୍କ ଦେଖା ଦେଇଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଜାରି ରଖିଛି । ପୂର୍ବରୁ ସୁନାବେଡ଼ା ଅଭୟାରଣ୍ୟର ଜଳମଡାଇ ଗାଁର ବୃଦ୍ଧା ମହିଳା ସାନମତୀ ବାରିକକୁ ଖାଇଥିଲା ବାଘ । ତେବେ ବାଘ ଆତଙ୍କରେ ଭୟବିତ ଅଛନ୍ତି ଗ୍ରାମବାସୀ ।

Leave A Reply

Your email address will not be published.