Masthead

ଆଜି ବିଶ୍ୱ ମାନବ ଅଧିକାର ଦିବସ

ପ୍ରତିବର୍ଷ ଡ଼ିସେମ୍ବର ୧୦ରେ ସମଗ୍ର ବିଶ୍ୱରେ ବିଶ୍ୱ ମାନବ ଅଧିକାର ଦିବସ ପାଳନ କରାଯାଏ । ଜାତି ,ଧର୍ମ ,ବର୍ଣ୍ଣ ,ଲିଙ୍ଗ ନିର୍ବିଶେଷରେ ଲୋକମାନଙ୍କୁ ସେମାନଙ୍କର ମୋଳିକ ଅଧିକାର ପ୍ରଦାନ କରିବା ହେଉଛି ଏହାର ଲକ୍ଷ୍ୟ । ୧୯୫୦ ମସିହାରେ ଏହି ଦିବସକୁ ସର୍ବଭାରତୀୟ ସ୍ତରରେ ଘୋଷଣା କରାଯାଇଥିଲା । ନାଗରିକମାନଙ୍କର ନ୍ୟାୟ, ସ୍ୱାଧୀନତା,ସମାନତା ଏବଂ ବ୍ୟକ୍ତିର ସମ୍ମାନକୁ ସୁରକ୍ଷିତ ରଖିବା ହେଉଛି ଏହାର ମୂଳ ଲକ୍ଷ୍ୟ ।ତେବେ ଏହାକୁ ଧ୍ୟାନ ରଖି ଭାରତରେ ୬ ଟି ମୋଳିକ ଅଧିକାର ରହିଛି ।

• ସମାନତା ଅଧିକାର
• ସ୍ୱାଧୀନତା ଅଧିକାର
• ଶୋଷଣ ବିରୋଧୀ ଅଧିକାର
• ଧର୍ମଗତ ସ୍ୱାଧୀନତା ଅଧିକାର
• ସାଂସ୍କୃତିକ ତଥା ଶିକ୍ଷାଗତ ଅଧିକାର
• ସାମ୍ବିଧାନିକ ପ୍ରତିକାର ଅଧିକାର
ପ୍ରତିଟି ରାଜ୍ୟରେ ଏଥିପାଇଁ ମାନବ ଅଧିକାର ଆୟୋଗ ଗଠନ କରାଯାଇଛି । ଓଡ଼ିଶାରେ ୨୦୦୦ ମସିହା ୨୭ ଜାନୁଆରୀରେ ମାନବ ଅଧିକାର ଆୟୋଗ ଗଠନ କରାଯାଇଥିଲା । ଜଷ୍ଟିସ୍ ଡି.ପି. ମହାପାତ୍ର ଏହାର ପ୍ରଥମ ଅଧ୍ୟକ୍ଷ ଭାବେ ଯୋଗ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ