Masthead

ଦୀପରେ ଦୀପରେ ଅଖଣ୍ଡ ଭାରତ

ମାଥିଲି (ବଡ଼ ଖବର ବ୍ୟୁରୋ): ବାଣ ଫୁଟାଇବାରେ ଲାଗିଛି କଟକଣା କିନ୍ତୁ ଲୋକଙ୍କ ଉତ୍ସାହ କମିନାହିଁ । ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲି ଗାଁର ଯୁବଗୋଷ୍ଠୀର ନିଆରା ପ୍ରୟାସ । ଶବ୍ଦ ପ୍ରଦୂଷଣରୁ ଦୂରରେ ରହି ଦୀପରେ ଅଖଣ୍ଡ ଭାରତର ଚିତ୍ର ବନାଇ ପାଳି ଛନ୍ତି ଦୀପାବଳି । କିଛି ଲୋକ ଏବେ ବି ନିୟମ କୁ ଅବମାନନା କରି ବାଣ ଫୁଟାଉ ଥିଲେ ହେଁ ଗାଁର ସବୁ ଯୁବସମାଜ ମିଶି ଏହି ନିଆରା ଆୟୋଜନ କୁ ସଫଳ କରିଛନ୍ତି । ସମସ୍ତଙ୍କୁ ଶବ୍ଦପ୍ରଦୂଷ ରହିତ ଦୀପାବଳି ପାଳନ କରିବା ପାଇଁ ଆହ୍ୱାନ ଓ ଅନୁପ୍ରାଣିତ କରିଛନ୍ତି । ଏହି ନିଆରା ପ୍ରୟାସକୁ ଦେଖି ଗାଁର ବହୁତ ଲୋକ ବାଣକୁ ବର୍ଜନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ