Masthead

ଆଜି ପବିତ୍ର ବନ୍ଧୁତା ଦିବସ

(ବଡ଼ ଖବର ବ୍ୟୁରୋ): ପ୍ରତିବର୍ଷ ଅଗଷ୍ଟ ୧କୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଏ । ଏହା ଏକ ସ୍ୱତନ୍ତ୍ର ଦିବସ । ଯାହା ଲୋକଙ୍କ ମଧ୍ୟରେ ବନ୍ଧୁତ୍ୱର ସମ୍ପର୍କକୁ ଦୃଢ କରିଥାଏ । ଅଗଷ୍ଟ ୧ ରେ ଭାରତରେ ଏହି ଦିବସ ପାଳନ କରାଯାଏ। କିନ୍ତୁ ଜୁଲାଇ ୩୦ ରେ ବିଶ୍ୱର ଅନ୍ୟ ସ୍ଥାନମାନଙ୍କରେ ପାଳନ କରାଯାଏ । ବନ୍ଧୁତା ଦିବସ ପ୍ରଥମେ ପାରାଗୁଏରେ ୧୯୫୮ରେ ଆନ୍ତର୍ଜାତୀୟ ବନ୍ଧୁତା ଦିବସ ଭାବରେ ପାଳନ କରାଯାଇଥିଲା ।

୧୯୩୦ ମସିହାରେ ହଲମାର୍କ କାର୍ଡର ପ୍ରତିଷ୍ଠାତା ଜୋଏସ୍ ହଲ୍ ଦ୍ୱାରା ଏହା ଆରମ୍ଭ ହୋଇଥିଲା । ବନ୍ଧୁତା ଏକ ସୁଖମୟ ସମ୍ପର୍କ। ବନ୍ଧୁତ୍ୱ ହେଉଛି ନିର୍ମଳ ଓ ପବିତ୍ର । ବନ୍ଧୁତା ଦେଖେନାହିଁ ରଙ୍ଗ, ଜାତି, ଧର୍ମ ଏବଂ ବର୍ଣ୍ଣ । ବନ୍ଧୁତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି ବନ୍ଧନ ଜୀବନରେ ପ୍ରଚୁର ପରିମାଣରେ ଆନନ୍ଦ ଏବଂ ଭରସା ଆଣିଥାଏ । ବନ୍ଧୁତ୍ୱକୁ ଗୋଟିଏ ଦିନର ପାଳନ ଦ୍ୱାରା ସଂକ୍ଷିପ୍ତ କରାଯାଇପାରିବନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ