Before Header

ଆଜି ଦିଲ୍ଲୀ ଓଡ଼ିଆ ୱେଲଫେୟାର ଆସୋସିଏସନର ବାର୍ଷିକ ଉତ୍ସବ

0 12

ବଡ଼ ଖବର ବ୍ୟୁରୋ: ଆଜି ଦିଲ୍ଲୀ ଓଡ଼ିଆ ୱେଲଫେୟାର ଆସୋସିଏସନର ବାର୍ଷିକ ଉତ୍ସବ । ସେପଟେ ମୁଖ୍ୟ ଅତିଥି ଭାବରେ ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବରେ ମୃତ୍ୟୁଞ୍ଜୟ ମହାପାତ୍ର ଯୋଗ ଦେବେ ବୋଲି ସୂଚନା ମିଳିଛି । ଓଡ଼ିଆ ୱେଲଫେୟାର ଆସୋସିଏସନ ୫ ତମ ବାର୍ଷିକ କାର୍ଯ୍ୟ ଉତ୍ସବ ପାଳନ କରିବାକୁ ଯାଉଛି ।

Leave A Reply

Your email address will not be published.