Masthead

ଟ୍ରେନ ଦୁର୍ଘଟଣାରେ ଚାଲିଗଲା ୩୬ ଜୀବନ

ତାଇୱାନ (ବଡ଼ ଖବର): ତାଇୱାନରେ ଏକ ହାଇସ୍ପିଡ ଟ୍ରେନ ଟନେଲ ଭିତରକୁ ଖସିପଡିଛି । ଏହି ଦୁର୍ଘଟଣାରେ ପ୍ରାୟତ ୩୬ଜଣ ପ୍ରାଣ ହରାଇଥିବା ବେଳେ ୭୦ରୁ ଉଦ୍ଧ୍ୱର୍ ଆହତ ହୋଇଛନ୍ତି । ଏବେବି ଅନେକ ଟନେଲରେ ଫସି ରହିଛନ୍ତି, ତେବେ ମୃତାହତଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ବୁଧବାର ତାଇୱାନର ଏକ ଟ୍ରେନ ୩୫୦ଲୋକଙ୍କୁ ଧରି ତାଇତୁଙ୍ଗ ଅଭିମୁଖେ ଯାତ୍ରା କରିଥିଲା । ପୂର୍ବରୁ ଟନେଲରେ ଠିଆ ହୋଇଥିବା ଏକ ଟ୍ରକକୁ ଯାଇଁ ଟ୍ରେନଟି ଧକ୍କା ଦେଇଥିଲା । ସପ୍ତାହର ଶେଷ ଛୁଟି ସହିତ ତାଇୱାନରେ କବର ସୁଇପିଂ ଡେ ଆରମ୍ଭ ହୋଇଯାଇଛି । ସେଥିପାଇଁ ଲୋକମାନେ ପର୍ଯ୍ୟଟନ ସ୍ଥଳ ଗୁଡିକୁ ବୁଲିବାକୁ ଯାଉଛନ୍ତି । ଦୁର୍ଘଟଣା ଘଟିଥିବା ଟନେଲଟି ଏକ ପର୍ଯ୍ୟଟନ ସ୍ଥଳୀ ଥିଲା । ତେବେ ଏହି ଦୁର୍ଘଟଣାଟି ତାଇୱାନର ଗତ ୪ ଦଶନ୍ଧିର ସବୁଠୁ ବଡ଼ ଦୁର୍ଘଟଣା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ