Masthead

ଟାଟା ବିରୋଧରେ ପୁଣି ଗର୍ଜିଲେ ଆବଦିବାସୀ

ସୁକିନ୍ଦା(ବଡ଼ ଖବର ବ୍ୟୁରୋ): ଟାଟା ବିରୋଧରେ ପୁଣି ଆଦିବାସୀ ମେଳି । ଆଦିବାସୀଙ୍କୁ ଶୋଷଣ ନୀତିରେ ଟାଟା ଚଲାଇଛି ଷଡ଼ଯନ୍ତ୍ର । ଏହାର ପ୍ରତିବାଦରେ ଟାଟା ବିରୋଧରେ ପୁଣି ବୀର ଭୂମୀରେ ଆଦିବାସୀ ମେଳି ହୋଇଥିବା ଦେଖିବାକୁ ମିଳିଛି । ୨୦୦୬ ରେ କଳିଙ୍ଗନଗରରେ ଟାଟା ସ୍ଥାପନ ହୋଇଥିଲା । ଏଥିପାଇଁ ଗୋବରଘଟି ଓ କଳିଙ୍ଗନଗର ଆଦିବାସୀମାନେ ବିସ୍ଥାପିତ ହୋଇଥିଲେ । ଯାହାକୁ ବିରୋଧ କରି ୨୦୦୬ ଜାନୁଆରୀ ୨ ରେ ପୋଲିସ ଗୁଳିରେ ଟଳି ପଡିଥିଲେ ୧୪ ଜଣ ଆଦିବାସୀ ।

ମାତ୍ର ଏହାର ୧୪ ବର୍ଷ ବିତି ଯାଇଥିଲେ ବି ବିସ୍ଥାପିତ ଆଦିବାସୀ ମାନଙ୍କ ଦୁଃଖ ସରୁନି । ଆଜିବି ବିସ୍ଥାପିତ ଆଦିବାସୀଙ୍କ ଆଖିରୁ ଝରୁଛି ଲୁହ । ତେବେ ଦୀର୍ଘ ୧୪ ବର୍ଷ ପରେ ପୁଣି ଟାଟା ବିରୋଧରେ ଉଠିଛି ସ୍ୱର । ଆଦିବାସୀ ମାରଣା ନୀତି ଚଳିବ ନାହିଁ ର ନାରା ଦେଇ ଟାଟା ବିରୋଧରେ ଗର୍ଜିଛନ୍ତି ଆଦିବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’