Masthead

ଆଶ୍ଚର୍ଯ୍ୟ: ଦିଲ୍ଲୀ ବିଧାନସଭାରେ ସୁଡ଼ଙ୍ଗ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ବିିଧାନସଭା ଭିତରୁ ମିଳିଲା ସୁଡ଼ଙ୍ଗ । ଏହି ସୁଡ଼ଙ୍ଗଟି ଦିଲ୍ଲୀ ବିଧାନସଭା ଠାରୁ ଲାଲକିଲ୍ଲା ପର୍ଯ୍ୟନ୍ତ ଲମ୍ବି ଥିବାର ସୂଚନା ମିଳିଛି । ଯାହାର ଦୂରତା ପାଖାପାଖି ୫ କିଲୋମିଟର ବୋଲି ଅନୁମାନ କରଯାଉଛି । ଏନେଇ ଦିଲ୍ଲୀ ବିଧାନସଭା ଅଧ୍ୟକ୍ଷ ରାମ ବିଲା ନିବାଲସ ସୂଚନା ଦେଇଛନ୍ତି । ତେବେ ଏହା ସ୍ୱତନ୍ତ୍ରତା ଆନ୍ଦୋଳନରେ ନିର୍ମାଣ କରାଯାଇଥିଲା । ଇଂରେଜମାନେ ଏହାକୁ ହିଂସାରୁ ରକ୍ଷା ପାଇବା ପାଇଁ ବ୍ୟବହାର କରୁଥିବାର ଅନୁମାନ କରାଯାଉଛି । ଏହାକୁ ୧୯୧୨ ମସିହାରେ ନିର୍ମାଣ କରାଯାଇଛି ବୋଲି ସୂଚନା ମିଳିଛି ।

ସୁଡ଼ଙ୍ଗଟି ଲାଲକିଲ୍ଲା ପର୍ଯ୍ୟନ୍ତ ଖୋଳାଯାଇଥିବାର ଦେଖିବାକୁ ମିଳିଥିଲା । ଅପରପକ୍ଷେ ଆସନ୍ତା ୨୦୨୨ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଏହାର ମରାମତି କାର୍ଯ୍ୟ ସରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ରାମ ବିଲା ନିବାଲସ ସ୍ପଷ୍ଟ କରିଛନ୍ତି । ଏହାସହ ଖୁବଶୀଘ୍ର ସାଧାରଣ ଲୋକଙ୍କ ଦର୍ଶନ ପାଇଁ ଏହାକୁ ଖୋଲାଯିବ ବୋଲି ବିଧାନସଭା ବାଚସ୍ପତି ରାମ ନିୱାସ ଗୋଏଲ କହିଛନ୍ତି । ପର୍ଯ୍ୟଟନ ବିଭାଗରୁ ଅନୁମତି ଆଣି ଶନିବାର ଓ ରବିବାର ସାଧାରଣ ଲୋକ ପାଇଁ ଏହାକୁ ଖୋଲିବାକୁ ଯୋଜନା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ