Masthead

ଗ୍ୟାସ୍‌ ଲିକ୍‌ ଘଟଣାରେ ନୂଆମୋଡ଼, ବିନା ଡିସଚାର୍ଜରେ ଅସୁସ୍ଥଙ୍କୁ ନେଇ ଯାଇଥିବା ଅଭିଯୋଗ

ନୀଳଗିରି(ବଡ଼ ଖବର ବ୍ୟୁରୋ): ରେମୁଣା ଗଡ଼ିଆମାଳ ସ୍ଥିତ ଚିଙ୍ଗୁଡ଼ି ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍‌ ଘଟଣା । ଚିଙ୍ଗୁଡ଼ି ପ୍ଲାଣ୍ଟ ଗ୍ୟାସ୍‌ ଲିକ୍‌ରୁ ୧୦ରୁ ଊର୍ଦ୍ଧ୍ବ ଅସୁସ୍ଥ । ଅସୁସ୍ଥମାନେ ମୁଖ୍ୟତଃ ନୀଳଗିରି, ବାଲେଶ୍ବର, ବାରିପଦା ଅଞ୍ଚଳରୁ ଆସି ଏଠାରେ କାମ କରନ୍ତି । ସେମାନଙ୍କ ମଧ୍ୟରେ ନାବାଳିକା ଥିବାରୁ ଲୁଚାଇବାକୁ ପ୍ରୟାସ ଅଭିଯୋଗ । ନୀଳଗିରି ମେଡିକାଲ୍‌ରୁ ବିନା ଡିସଚାର୍ଜରେ ନେଇ ଯାଇଥିବା ଅଭିଯୋଗ । ବାଟରେ ଧରି ଲୋକେ ଥାନାକୁ ନେଲେ, ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ । ଥାନାକୁ ଯାଇ ପରିସ୍ଥିତି ବୁଝିଲେ ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ । ଥାନାରେ ଅଭିଯୋଗ ହୋଇଥିବାରୁ ଶ୍ରମ ଅଧିକାରୀଙ୍କ ତଦନ୍ତ ଆରମ୍ଭ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ