Masthead

ସାବରକର ଆମର ପ୍ରତିମା, ତାଙ୍କର ଅପମାନକୁ ବରଦାସ୍ତ କରାଯିବ ନାହିଁ: ଉଦ୍ଧବ ଠାକରେ

ମହାରାଷ୍ଟ୍ର (ବଡ଼ ଖବର ବ୍ୟୁରୋ): ରାହୁଲ ଗାନ୍ଧିଙ୍କୁ ଚେତାବନୀ ଦେଇଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ସେ କହିଛନ୍ତି, ହିନ୍ଦୁତ୍ୱ ବିଚାରକ ଭି.ଡି ସାବରକର ମୋ ଆଦର୍ଶ। ରାହୁଲ ଗାନ୍ଧୀ ସାବରକରଙ୍କୁ ଅପମାନ ନ କରନ୍ତୁ। ନଚେତ୍‌ ଆଗକୁ ପରିସ୍ଥିତି ଆହୁରି ଜଟିଳ ହୋଇପାରେ। ଉତ୍ତର ମହାରାଷ୍ଟ୍ରର ନାଶିକ ଜିଲାର ମାଲେଗାଓଁରେ ଏକ ରାଲିକୁ ସମ୍ବୋଧିତ କରି ଉଦ୍ଧବ କହିଛନ୍ତି, ରାହୁଲ ଗାନ୍ଧୀଙ୍କୁ ଜାଣିଶୁଣି ଉତ୍ତେଜିତ କରିବାକୁ ଉଦ୍ୟମ କରାଯାଉଛି।

ସାବରକର ଆମର ପ୍ରତିମା ଏବଂ ତାଙ୍କର ଅପମାନକୁ ବରଦାସ୍ତ କରାଯିବ ନାହିଁ। ଆମର ଗଣତନ୍ତ୍ରର ସୁରକ୍ଷା ପାଇଁ ଆମକୁ ଏକାଠି ଲଢିବାକୁ ପଡିବ। ୧୪ ବର୍ଷ ଧରି ଆଣ୍ଡାମାନ ଜେଲରେ ସାଭରକର ଅକଥନୀୟ ନିର୍ୟାତନା ଭୋଗୁଥିଲେ। ଆମେ କେବଳ ଯନ୍ତ୍ରଣା ପଢିପାରିବା, ଏହି ବଳିଦାନ ଏକ ପ୍ରତୀକ। ମୁଁ ରାହୁଲ ଗାନ୍ଧୀଙ୍କୁ କହିବାକୁ ଚାହେଁ, ଆମ ଦେଶର ଗଣତନ୍ତ୍ର ଏବଂ ଏହାର ସମ୍ବିଧାନକୁ ବଞ୍ଚାଇବା ପାଇଁ ଆମେ ଏକାଠି ହୋଇଛୁ। ସେ ଜାଣିଶୁଣି ଉତ୍ତେଜିତ ହେଉଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ