Masthead

୩ ବର୍ଷ ପରେ ଥିଏଟରକୁ ଫେରିଲେ ଭିକି କୌଶଲ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବଲିଉଡର ୟଙ୍ଗ ଆକ୍ଟରଙ୍କ ମଧ୍ୟରେ ଭିକି କୌଶଲ ଅନ୍ୟତମ । ଲକ୍‌ଡାଉନ ପରଠାରୁ ପରଦା ଠାରୁ ଦୂରରେ ଥିଲେ ସେ । ଏହା ମଧ୍ୟରେ ତାଙ୍କର ଦୁଇଟି ଫିଲ୍ମ ଓଟିଟିରେ ରିଲିଜ ହୋଇ ସାରିଛି। ୩ ବର୍ଷ ପରେ ଥିଏଟରକୁ ଫେରୁଥିବା ଭିକି କୌଶଲ ଗୋଟିଏ କି ଦୁଇଟି ନୁହେଁ ବରଂ ୪ଟି ଫିଲ୍ମ ସହିତ ଫେରୁଛନ୍ତି । ତାଙ୍କର ଆଗକୁ ଆସୁଥୁବା ପ୍ରୋଜେକ୍ଟ ବହୁତ ଷ୍ଟ୍ରଙ୍ଗ ନଜର ଆସୁଛି ।

ନ୍ୟାସନାଲ ଆୱାର୍ଡ ଜିତି ଥିବା ୟଙ୍ଗ ବଲିଉଡ ଷ୍ଟାର ଭିକି କୌଶଲ ଅନେକ ସମୟ ପରେ ବଡ ପର୍ଦା କୁ ଫେରୁଛନ୍ତି । ‘ଉରି ଦ ସର୍ଜିକାଲ ଷ୍ଟ୍ରାଇକ’ ର ସଫଳତା ପରେ ଭିକି ଲକଡାଉନ ପରେ  ଥିଏଟରରୁ ଦୂରରେ ଥିଲେ । ତାଙ୍କର ଶେଷ ଫିଲ୍ମ କରନ ଜୋହରଙ୍କ ପ୍ରଡକ୍ସନରେ ବନିଥିବା ‘ଭୁତ ଦ ହଂଟେଡ ସିପ୍‌’ ଥିଲା । କରୋନା ମହାମାରୀ ବ୍ୟାପିବା ପୂର୍ବରୁ ୨୧ ଫେବୃୟାରୀ ୨୦୨୦ ରେ ଏହି ଫିଲ୍ମ ଥିଏଟର୍ସ ରେ ରିଲିଜ ହୋଇଥିଲା । ଏହି ଫିଲ୍ମ ଥିଏଟର୍ସ ରେ ଆଭରେଜ ଇନକମ୍ କରିଥିଲା । ଏହା ପରେ ଭିକି ଙ୍କ ଦୁଇଟି ଫିଲ୍ମ ‘ସରଦାର ଉଦ୍ଧମ’ ଓ ‘ଗୋବିନ୍ଦା ନାମ ମେରା’ ଓଟିଟି ରେ ରିଲିଜ ହୋଇଥିଲା । ‘ସରଦାର ଉଦ୍ଧମ’ରେ ଭିକିଙ୍କ କାମ ଜନତାଙ୍କୁ ବହୁତ ପସନ୍ଦ ଆସିଥିଲା । ବଡ ପରଦାରେ ଭିକି କୌଶଲଙ୍କ ରି ଏଂଟ୍ରି ପାଇଁ ଦର୍ଶକ ଖୁସି ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି