Before Header

ଭିଜିଲାନ୍ସ ଚଢାଉ

0 50

ବ୍ରହ୍ମପୁର(ବଡ଼ ଖବର ବ୍ୟୁରୋ): ଆୟ ବହିର୍ଭୂତ ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ । ଗଞ୍ଜାମ ଜିଲ୍ଲା ଚିକିଟି କଲେଜ ଲାବରୋଟୋରୀ ଟେକ୍ନିସିଆନ କୈଳାସ ଚନ୍ଦ୍ର ମହାନ୍ତିଙ୍କ ଘରେ ଚଢାଉ । ବ୍ରହ୍ମପୁର ଶ୍ରୀ ଟୱାର ସ୍ଥିତ ବାସଭବନ, ଚିକିଟି ଗଡ଼ରେ ଥିବା ପୈତୃକ ଘର, କଲେଜ, ଭୁବନେଶ୍ୱର ଥିବା ଘର ସମେତ ମୋଟ ୬ଟି ସ୍ଥାନରେ ଏକ କାଳୀନ ଚଢାଉ ଚାଲିଛି ।

Leave A Reply

Your email address will not be published.