Masthead

ABDOଙ୍କ ଘରେ ଭିଜିଲାନ୍ସ ରେଡ୍

ଧର୍ମଶାଳା (ବଡ଼ ଖବର ବ୍ୟୁରୋ): ଭିଜିଲାନ୍ସ ଜାଲରେ ଏବିଡିଓ । ଧର୍ମଶାଳା ଏବିଡିଓ (ଆଡିସନାଲ୍‌ ବ୍ଲକ ଡେଭଲପ୍‌ମେଣ୍ଟ ଅଫିସର) ଅସିତ୍‌ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଏକକାଳୀନ ୭ଟି ଜାଗାରେ ରେଡ୍ କରୁଛି ଭିଜିଲାନ୍ସ । ଯାଜପୁର, ଭଦ୍ରକ, କଟକ ଓ ଭୁବନେଶ୍ବରରେ ଚାଲିଛି ରେଡ୍ । ଚଢ଼ାଉରେ ୮ ଡିଏସପି, ୯ ଇନ୍ସପେକ୍ଟର ସାମିଲ ଥିବା ସୂଚନା । ଚାଉଳିଆଗଞ୍ଜ ମେଟ୍ରୋ ଆଭିନ୍ୟୁ ଆପାର୍ଟମେଣ୍ଟରେ ଏହି ରେଡ୍ ଜାରି ରହିଛି। ଧର୍ମଶାଳା କାର୍ୟ୍ୟାଳୟ, ସରକାରୀ ବାସଭବନରେ ମଧ୍ୟ ଚଢାଉ। ଭିନ୍ନ ଭିନ୍ନ ସ୍ଥାନରେ ଭିଜିଲାନ୍ସର ଟିମ୍ ଚଢାଉ ଜାରି ରଖିଛନ୍ତି। କେତେ ସଂପତ୍ତିଏବଂ କେତେ ସୁନା ଜବତ ହୋଇଛି, ତାହା ବର୍ତ୍ତମାନ ଜଣାପଡିନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ