Masthead

ରାସ୍ତାରେ ମୋରମ ପଡ଼ିବାରୁ ଗ୍ରାମବାସୀ କଲେ ବିରୋଧ

ହାଟଡିହି(ବଡ଼ ଖବର ବ୍ୟୁରୋ): ହାଟଡିହି ବ୍ଲକର ବିଦ୍ୟାଧରପୁର ଠାରୁ ଶାଳନିଆ ପର୍ୟ୍ୟନ୍ତ କେନାଲ ରାସ୍ତା ତିଆରି କାମ ଚାଲଥିବାବେଳେ ଦେଖାଦେଇଛି ଅସନ୍ତୋଷ । ରାତାରାତି ଭିତରେ ରାସ୍ତାରେ ମୋରମ ପକାଇ ଥିବାର ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି ।

ପରେ ବିଡ଼ିଓ ପିଚୁରାସ୍ତା ପାଇଁ ପ୍ରତିଶୃତି ଦେବାରୁ ଏହି ବିରୋଧ ବନ୍ଦ ହୋଇଥିଲା । ସେପଟେ ଦୀର୍ଘଦିନ ଧରି ରାସ୍ତାକୁ ମରାମତିକୁ ନେଇ ଗ୍ରାମବାସୀ ନିବେଦନ କରି ଆସୁଥିଲେ । କିନ୍ତୁ ପ୍ରଶାସନ ଏହାକୁ ବାରମ୍ବାର ଅଣଦେଖା କରିଆସୁଥିଲା । ହେଲେ ହଠାତ ରାତିରାତି ରାସ୍ତା କାମକୁ ଦେଖି ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ