Masthead

‘କୁସ୍ତି ଜିତିଗଲା, ମୁଁ ହାରିଗଲି’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଅଲିମ୍ପିକ୍ସ ଫାଇନାଲରୁ ଅଯୋଗ୍ୟ ଘୋଷିତ ହେବା ପରେ କୁସ୍ତି କ୍ୟାରିୟରରୁ ବିନେଶଙ୍କ ଅଲବିଦା। ସାମାଜିକ ଗଣମାଧ୍ୟମରେ କଲେ ଭାବ ବିହ୍ୱଳ ପୋଷ୍ଟ, କହିଲେ ‘କୁସ୍ତି ଜିତିଗଲା, ମୁଁ ହାରିଗଲି’, ଭାଙ୍ଗିଗଲା ଦେଶ ବାସୀଙ୍କ ସ୍ୱପ୍ନ ଓ ମୋର ସାହାସ। ତାଙ୍କର ପାଖରେ ଆଉ ଅଧିକ ଶକ୍ତି ନାହିଁ। ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ହେବା ପରେ ବିନେଶ ବହୁତ ନିରାଶ ହୋଇଛନ୍ତି। ଓଜନ ବୃଦ୍ଧି ପରେ ତାଙ୍କୁ ବୁଧବାର ଅଲିମ୍ପିକ୍ସର ଫାଇନାଲ ମ୍ୟାଚରୁ ଅଯୋଗ୍ୟ କରାଯାଇଥିଲା।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିନେଶ ଲେଖିଛନ୍ତି ଯେ, “ମାଆ ମୋ ଠାରୁ କୁସ୍ତି ଜିତିଗଲା, ମୁଁ ହାରିଗଲି, କ୍ଷମା କରିବ, ଆପଣଙ୍କ ସ୍ଵପ୍ନ, ମୋ ସାହସ ଭାଙ୍ଗି ଗଲା। ବିଦାୟ କୁସ୍ତି ୨୦୦୧-୨୦୨୪। ଆପଣ ସମସ୍ତଙ୍କ ପାଖରେ ଋଣୀ ରହିବି।” ସ୍ୱର୍ଣ୍ଣ ପଦକ ପ୍ରତିଯୋଗିତାର କିଛି ଘଣ୍ଟା ପୂର୍ବରୁ ବୁଧବାର ସକାଳେ ଓଜନ ପରୀକ୍ଷାରେ ବିଫଳ ହୋଇଥିବାରୁ ବିନେଶ ଅଲିମ୍ପିକ୍ସରୁ ଅଯୋଗ୍ୟ ହୋଇଥିଲେ। ଭାରତୀୟ ମହିଳା ରେସଲରଙ୍କ ଓଜନ ୧୦୦ ଗ୍ରାମ ଅଧିକ ଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ଓଡ଼ିଶାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର 🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍ 🔴 ରାଜ୍ୟ କ୍ୟାବିନେଟର ବଡ ବୈଠକ, ଆସିପାରେ ନୂଆ ନିଷ୍ପତ୍ତି 🔴 ଶ୍ରୀମନ୍ଦିରରେ ଚିତାଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ଓଡ଼ିଶାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର 🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍ 🔴 ରାଜ୍ୟ କ୍ୟାବିନେଟର ବଡ ବୈଠକ, ଆସିପାରେ ନୂଆ ନିଷ୍ପତ୍ତି 🔴 ଶ୍ରୀମନ୍ଦିରରେ ଚିତାଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ