Masthead

ଚାଲିଛି କାଉଣ୍ଟିଙ୍ଗ, କାହାର ହେବ ସରକାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଜନାଦେଶ । ୪ ରାଜ୍ୟର ଘୋଷଣା ହେବ ଇଲେକ୍ସନ ରେଜଲ୍ଟ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନା । । ଏମପିରେ ଆଗଉଛି ବିଜେପି । ସବୁଠି ବିଜେପି ଓ କଂଗ୍ରେସର ଜୋରଦାର ଲଢେଇ । ତେଲେଙ୍ଗାନାରେ କଂଗ୍ରେସ-ବିଆରଏସ ଟକ୍କର । ଛତିଶଗଡ଼ ଓ ତେଲେଙ୍ଗାନାରେ ଆଗଉଛି କଂଗ୍ରେସ । ଏମ୍ପି ଓ ରାଜସ୍ଥାନରେ ବିଜେପିର ପଲ୍ଲା ଭାରି । ପଛରେ ଚାଲୁଛନ୍ତି କେସିଆର୍ ଓ ଭୂପେଶ । ଆଗରେ ଶିବରାଜ ଓ ଗେହଲୋଟ ।ରାଜସ୍ଥାନରେ ରହିଛି ୧୯୯ଟି ସିଟ୍ । ମ୍ୟାଜିକ୍ ନମ୍ବର ରହିଛି ୧୦୦ । ତେଲେଙ୍ଗାନାରେ ୧୧୯ ରହିଛି ବିଧାନସଭା ଆସନ । ମ୍ୟାଜିକ ନମ୍ବର ୬୦ । ଛତିଶଗଡ଼ରେ ୯୦ ବିଧାନସଭା ଆସନ ପାଇଁ ଲଢେଇ । ଜିତିବା ପାଇଁ ୪୬ ରହିଛି ମ୍ୟାଜିକ ନମ୍ବର । ୨୩୦ ସିଟ ପାଇଁ ମଧ୍ୟ ପ୍ରଦେଶରେ ଟକ୍କର । ୧୧୬ ମ୍ୟାଜିକ ନମ୍ବର ହାତେଇବା ଲକ୍ଷ୍ୟ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ