Masthead

ଭିସୁଟ୍ ଛାତ୍ରୀ ଚିନ୍ମୟୀ ଆତ୍ମହତ୍ୟା ଘଟଣା, ଲାଏ ଡିଟେକ୍ସନ ଟେଷ୍ଟ ଖୋଲିବ ରହସ୍ୟ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ଭିସୁଟ୍ ଛାତ୍ରୀ ଚିନ୍ମୟୀ ଆତ୍ମହତ୍ୟା ରହସ୍ୟ । ଆଜି ଆସିପାରେ ନିର୍ଣ୍ଣାୟକ ମୋଡ । ଚିନ୍ମୟୀଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ନା ଦୁର୍ଘଟଣା ତା ଉପରୁ ଉଠିପାରେ ପରଦା । ସେପଟେ ୨୦ରୁ ଅଧିକ ସହପାଠୀଙ୍କୁ ଜେରା କରିଛି ପୋଲିସ । ଲାଏ ଡିଟେକସନ ଟେଷ୍ଟ ସମୟରେ ପ୍ରୀତିମାନ ଓ ମାନସଙ୍କ କଥାରେ ତାଳମେଳ ରହିନଥିବା ସୂଚନା ମିଳିଛି । ଚିନ୍ମୟୀଙ୍କ ଲାପଟପ୍, ପେନଡ୍ରାଇଭ, ଡାଏରୀ ଏବେ ପୋଲିସ ହାତରେ । ଏଥିସହ ୨୦ରୁ ଅଧିକ ସହପାଠୀଙ୍କ ବୟାନ, ସମଲେଶ୍ୱରୀ ଢ଼ାବାର ସିସିଟିଭି ଫୁଟେଜ, ଚିନ୍ମୟୀଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଏତଲା, ଲାଏ ଡିଟେକସନ ଟେଷ୍ଟ ରିପୋର୍ଟ, ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ତଦନ୍ତ କରୁଛି ପୋଲିସ ।

ବୁର୍ଲା ପୋଲିସର ତିନୋଟି ଟିମ ଘଟଣା ଉପରୁ ପରଦା ଉଠାଇବା ପାଇଁ ତିନିରୁ ଅଧିକ ଜିଲାରେ ଚାରି ଦିନ ହେବ ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି । ପାଞ୍ଚ ଦିନ ପରେ ପୋଲିସ ଜାଣିପାରୁନି ଚିନ୍ମୟୀଙ୍କ ସନ୍ଦେହଜନକ ମୃତ୍ୟୁ ଆତ୍ମହତ୍ୟା, ହତ୍ୟା ନା ଏକ ଦୁର୍ଘଟଣା । ଲାଏ ଡିଟେକସନ ରିପୋର୍ଟ ଓ ଭିଷେରା ରିପୋର୍ଟ ମିଳିଲା ପରେ କିଛି ନିର୍ଣ୍ଣୟରେ ପହଂଚି ପାରେ ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି