Masthead

ଗ୍ରୀନ ସିଗନାଲକୁ ଅପେକ୍ଷା କର

ପଞ୍ଜାବ (ବଡ଼ ଖବର ବ୍ୟୁରୋ): ପଞ୍ଜାବରେ ଅମୃତସରରେ ସରିଲା ବ୍ଲାକଆଉଟ । ସକାଳ ୫ଟା ୨୪ରେ ସରିଲା ବ୍ଲାକଆଉଟ୍ । ଅମୃତସରରେ ବିଜୁଳି ସେବା ସମ୍ପୂର୍ଣ୍ଣ ସ୍ୱାଭାବିକ । ଲୋକଙ୍କ ଘର ଭିତରେ ରହିବାକୁ ପରାମର୍ଶ । ଘର କବାଟ ଓ ଝରକା ନଖୋଲିବାକୁ ନିବେଦନ । ଭାରତ-ପାକ୍ ଯୁଦ୍ଧର ଅସ୍ତ୍ରବିରତି ନିଷ୍ପତ୍ତି ପରେ ବି ରେଡ୍ ଆଲର୍ଟରେ ଅମୃତସର। ଏନେଇ ସାଧାରଣ ଲୋକଙ୍କୁ ଘରୁ ବାହାରକୁ ନବାହାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଭୟଭୀତ ନହୋଇ ଗ୍ରୀନ ସିଗନାଲ କୁ ଅପେକ୍ଷା କରିବା ପାଇଁ କୁହାଯାଇଛି ।

ସେପଟେ ପଠାନକୋଟରେ ବି ସରିଲା ବ୍ଲାକଆଉଟ । ରାତିରେ ଡ୍ରୋନ ଆକ୍ରମଣ କି ଗୁଳିମାଡ଼ ହୋଇନି । ଅସ୍ତ୍ରବିରତି ପରେ ଧୀରେ ଧୀରେ ସୀମାରେ ଫେରୁଛି ଶାନ୍ତି। ଆକାଶରେ ଉଡ଼ିନି ପାକିସ୍ତାନୀ ଡ୍ରୋନ୍। ଗୁଳିଗୁଳା ବର୍ଷା ବି ହୋଇନି। ଏବେ ଜମ୍ମୁର ବିଭିନ୍ନ ସ୍ଥାନରେ ସ୍ଥିତି ସ୍ବାଭାବିକ ହୋଇଛି । ରାଜୌରୀରେ ଆଉ କୌଣସି ଡ୍ରୋନ୍ ଉଡ଼ିନଥିବା ସୂଚନା ମିଳିଛି । ଅଖନୁର ସେକ୍ଟରରେ ମଧ୍ୟ ସ୍ଥିତି ସ୍ବାଭାବିକ । ପଂଜାବ ଫିରୋଜପୁରରେ ବି ଉଡ଼ିନି ପାକିସ୍ତାନୀ ଡ୍ରୋନ୍।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି