Before Header

ମାନବବାଦ ସଙ୍ଗଠନ ବର୍ବରତାକୁ ନିନ୍ଦା

0 18

ଖୋର୍ଦ୍ଧା (ବଡ଼ ଖବର ବ୍ୟୁରୋ): ମାନବବାଦ ସଙ୍ଗଠନର ବର୍ବରତାକୁ ବିଭିନ୍ନ ମହଲରେ ନିନ୍ଦା । ପ୍ରକୃତ ଦୋଷୀକୁ ଉପଯୁକ୍ତ ଦଣ୍ଡ ବିଧାନ ଦାବି । ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରେ ମାନବବାଦ ସଙ୍ଗଠନର ସଦସ୍ୟମାନେ ନିରିହ ଆଦିବାସୀଙ୍କ ଉପରେ ଅକଥନୀୟ ଅତ୍ୟାଚାରକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

ଆନ୍ତର୍ଜାତୀୟ ମାନବଅଧିକାର ପରିଷଦ ଓଡ଼ିଶା ବୋର୍ଡ ପକ୍ଷରୁ ଖୋର୍ଦ୍ଧା ଏସ୍ପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ବୋର୍ଡ଼ର ଚାରି ଜଣିଆ ଟିମ୍ ଦାବିପତ୍ର ପ୍ରଦାନ କରିଛନ୍ତି । ସେପଟେ ଆତ୍ମଘୋଷିତ ଗୁରୁଜୀ ମାନସ ଦାସଙ୍କ ପାଇଁ ଦିନକୁ ଦିନ ଅଡ଼ୁଆ ବଢ଼ିବାରେ ଲାଗିଛି । ସତ୍ୟବ୍ରତ ନାୟକ ହତ୍ୟାକାଣ୍ଡ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୩ଜଣଙ୍କୁ ରିମାଣ୍ଡରେ ନେଇଛି ଖୋର୍ଦ୍ଧା ପୋଲିସ ।

Leave A Reply

Your email address will not be published.