Masthead

ଡ୍ରାଇଭରଙ୍କ ସହ ବୁଝାମଣା କରିବାକୁ ଚାହୁଁଛି: ଥାପଡ ଗାର୍ଲ

ଲକ୍ଷ୍ନୌ(ବଡ଼ ଖବର ବ୍ୟୁରୋ): ଯଦି ପୋଲିସ ତା କାମ ସଠିକ ଭାବେ କରିଥାନ୍ତା ତେବେ ମୁଁ ଚାପୁଡ଼ା ମାରିନଥାନ୍ତି । ଏଭଳି ଏକ ବୟାନ ଜାରି କରିଛନ୍ତି ପ୍ରିୟଦର୍ଶିନୀ ଯାଦବ ।ଲକ୍ଷ୍ନୌର ଏହି ମହିଳା କିଛି ଦିନ ତଳେ ଜଣେ କ୍ୟାବ ଡ୍ରାଇଭରଙ୍କୁ ଚାପୁଡ଼ା ମାରି ସମାଲୋଚନାର ପରିସର ମଧ୍ୟକୁ ଆସିଥିଲେ । ଏବେ ସେ ଆଉ ଏକ କଥା ସାମ୍ନାକୁ ଆଣିଛନ୍ତି ।

ସେ କହିଛନ୍ତି ଗତ ଏକ ମାସ ହେବ ତାଙ୍କୁ କିଛି ବ୍ୟକ୍ତି ଅନୁସରଣ କରୁଛନ୍ତି । ଯାହାର ପ୍ରମାଣ ସ୍ୱରୂପ ସେ ସିସିଟିଭି ଫୁଟେଜ ମଧ୍ୟ ରଖିଛନ୍ତି । ତେବେ ସେହି ବ୍ୟକ୍ତି ଗୁଡ଼ିକ ତାଙ୍କୁ ଏକ ତରଫା ପ୍ରେମ କରୁଥାଇ ପାରନ୍ତି ବୋଲି ମଧ୍ୟ କହିଛନ୍ତି । ତେବେ ବର୍ତ୍ତମାନ ସେ କ୍ୟାବ ଡ୍ରାଇଭରଙ୍କ ସହ ବୁଝାମଣା ମଧ୍ୟ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା