Masthead

ଲଗାଣ ବର୍ଷାରେ ମାଲକାନଗିରି ସ୍ଥିତି ସଙ୍ଗୀନ, ପୋଲ ଉପରେ ପାଣି ପ୍ରବାହିତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଲଗାଣ ବର୍ଷାରେ ବେହାଲ ମାଲକାନଗିରି । ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ହୋଇଥିବା ବେଳେ ୩୨୬ନଂ ଜାତୀୟ ରାଜପଥର ପାଙ୍ଗାମ ପୋଲର ଦୁଇଫୁଟ ଉପରେ ପ୍ରବାହିତ ହେଉଛି ବର୍ଷା ଜଳ । ମାଲକାନଗିରି ସହ ମାଥିଲିକୁ ଯୋଗାଯୋଗ ବିଛିନ୍ନ ହୋଇଛି । ସୁରକ୍ଷା ଦୃଷ୍ଟିରୁ ଯାତାୟତ କୁ ବନ୍ଦ କରିଛି ପୋଲିସ । ଉଭୟ ପାର୍ଶ୍ବରେ ଅଟକିଛି ଶତାଧିକ ଗାଡି ।

ସେହପରି ମାଲକାନଗିରି ଜିଲ୍ଲା ପୋଟେରୁରେ ବନ୍ୟା । ପୋଟେରୂ ନଦିର ବନ୍ୟା ଜଳ ଗାଁ ଭିତରେ ପ୍ରବେଶ କରିଛି । ଲୋକଙ୍କ ଘର ଦ୍ୱାର ଦୋକାନ ବଜାର ବନ୍ୟା ପାଣିର ବୁଡି ରହିଛି । ବର୍ଷା ଜାରି ରହିଥିବା ବେଳେ ସ୍ଥିତି ଆହୁରି ସାଙ୍ଘାତିକ ହେବାରେ ଆଶଙ୍କା ରହିଛି । ଲୋକେ ଘର ଦ୍ବାର ଛାଡି ପୋଟେରୂ ଥାନାର ଦୁଇ ମହଲା ଉପରେ ଆଶ୍ରୟ ନେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ