Masthead

ରିଲିଜ ହେବ ୱେବ ସିରିଜ ‘କଲ ମି ବେ’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରିଲିଜ ହେବ ଅଭିନେତା ବିର ଦାସ ଧର୍ମାଙ୍କ ଆଗାମୀ ସିରିଜ ‘କଲ ମି ବେ’ । ୱେବ ସିରିଜ ‘କଲ ମି ବେ’ରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସହ ଦମଦାର ଭୁମିକାରେ ନଜର ଅସିବେ ବିର । ସିରିଜଟି ଆମାଜନ ପ୍ରାଇମ ଭିଡିଓରେ ଷ୍ଟିମ ହେବ । ସିରିଜର କାହାଣୀଟି ମହିଳାମାନଙ୍କ ପାଇଁ ଏକ ମହତ୍ୱପୁର୍ଣ୍ଣ କାହାଣୀ ହେବ ବୋଲି କୁହା ଯାଉଛି । ରିପୋର୍ଟ ଅନୁସାରେ ୱେବ ସିରିଜ ‘କଲ ମି ବେ’ର ସୁଟିଂ ଶେଷ ହୋଇସାରିଛି ଏବଂ ବହୁ ଶୀଘ୍ର ଏହା ରିଲିଜ ଡେଟ ମଧ୍ୟ ଘୋଷଣା କରାଯିବ । ନିକଟରେ ଅନନ୍ୟା, ଫିଲ୍ମ ‘ଲାଇଗର’ରେ ନଜର ଆସିଥିଲେ । ‘ଲାଇଗର’ରେ ତାଙ୍କ ସହ ସାଉଥ ଷ୍ଟାର ବିଜୟ ନଜର ଆସିଥିଲେ । ବର୍ତ୍ତମାନ ସେ ତାଙ୍କ ଆଗାମୀ ଫିଲ୍ମ ‘ଡ୍ରିମ ଗର୍ଲ-୨’କୁ ନେଇ ଉତ୍ସାହିତ ଅଛନ୍ତି । ଯାହା ଅଗଷ୍ଟ ୨୫ରେ ରିଲିଜ ହେବାକୁ ଯାଉଛି। ଫିଲ୍ମଟି ଖୁବ ଦମଦାର କଲେକ୍ସନ କରିବ ବୋଲି କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ