Masthead

ଟ୍ରେଣ୍ଡିଂରେ ଅଭିନେତ୍ରୀ ତମନ୍ନା ଭାଟିଆ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଅଭିନେତ୍ରୀ ତମନ୍ନା ଭାଟିଆ ସାଉଥର ଜଣେ ନାମୀଦାମୀ କଳାକାର । ବର୍ତ୍ତମାନ ତମନ୍ନା ସିନେମା ଠାରୁ ନେଇ ଓଟିଟି ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚାରେ ଅଛନ୍ତି । ନିକଟରେ ରିଲିଜ ହୋଇଥିବା ‘ଜେଲର’ ଓ ‘ଭୋଲାଶଙ୍କର’ରେ ସେ ଖୁବ ଦମଦାର ଆକ୍ଟିଂ କରିଥିଲେ । ସୁପରଷ୍ଟାର ରଜନୀକାନ୍ତ ଏବଂ ଚିରଞ୍ଜୀବୀଙ୍କ ସହ ସ୍କ୍ରିନ ସେୟାର ପରେ ଓଟିଟିରେ ନିଜ ଜଲୱା ଦେଖାଇବାକୁ ପ୍ରସ୍ତୁତ ଅଛନ୍ତି । ତେବେ ଫିଲ୍ମ ‘ଜେଲର’ର ଗୀତ ଗୁଡିକ ଟ୍ରେଣ୍ଡିଂରେ ଅଛି । ତମନ୍ନା ତାଙ୍କ କ୍ୟାରିଅରରେ ଖୁବ ଦମଦାର ଏବଂ ରୋମାଞ୍ଚକ ଚଳଚ୍ଚିତ୍ର କରିଛନ୍ତି । ଫିଲ୍ମ ‘ବାହୁବଲୀ’ରେ ତମନ୍ନାଙ୍କ ଆକ୍ଟିଂ ଆଜି ପର୍ଯ୍ୟନ୍ତ ଦର୍ଶକଙ୍କ ମନରେ ରହିଛି । ତେବେ ତମନ୍ନାଙ୍କ ଓଟିଟି ଶୋ’କୁ ନେଇ ଫ୍ୟାନ୍ସମାନେ ଖୁବ ଉତ୍ସାହିତ ଥିବା ଜଣାପଡୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ