Masthead

‘ମୁଁ ଯାହା କହିଛି ତାହା ଗାଳି ନୁହେଁ’

ନୂଆଦିଲ୍ଲୀ (ବଡ଼ ଖବର ବୁ୍ୟରୋ): ମଙ୍ଗଳବାର ଲୋକସଭା ବଜେଟ ସେସନରେ ମହୁଆ ମୋଇତ୍ର ଅଶାଳୀନ ଭାଷା ପ୍ରୟୋଗ କରିଥିବା ଅଭିଯୋଗ ହୋଇଥିଲା । ଟିଏମସିର କର୍ମୀ ମହୁଆ ମୋଇତ୍ରଙ୍କୁ ସମର୍ଥନ କରିବା ସହ ନିଜ ଟ୍ୱିଟର ଆକାଉଣ୍ଟରେ ସେହି ମନ୍ତବ୍ୟକୁ ସେୟାର କରିଥିଲେ । ଯାହାକୁ ନେଇ ଏବେ ମୁହଁ ଖୋଲିଛନ୍ତି ଟିଏମସି ସାଂସଦ ମହୁଆ ମୋଇତ୍ର । ମୁଁ ସଂସଦରେ ଅପମାନ ଜନକ ଶଦ୍ଦ ବ୍ୟବହାର କରିନାହିଁ ।

ଯେଉଁ ଶଦ୍ଦ ମୁଁ ବ୍ୟବହାର କରିଛି ତାହାର ଅର୍ଥ ହେଉଛି ଜଣେ ପାପୀ । ଲୋାକସଭାର ଏକ ସାକ୍ଷାତକାରରେ ମହୁଆ କହିଛନ୍ତି ଯେ ମୁଁ ଜଣେ ହିନ୍ଦୀ ବକ୍ତା ନୁହେଁ । ଯଦି ସେମାନେ ସେମାନଙ୍କର ହିନ୍ଦୀରେ ଅନ୍ୟ କିଛ କହିବାକୁ ଚାହୁଛନ୍ତି ସେଥିରେ ମୋର ସମସ୍ୟା ନାହିଁ । ସେ ପୁଣି ମଧ୍ୟ କହିଛନ୍ତି ଯଦି ଜୋତା ଫିଟ ହୁଏ ତେବେ ଏହାକୁ ପିନ୍ଧନ୍ତୁ । ସେ ଗାଳି କ’ଣ ବୋଲି କହିଛନ୍ତି । ହାରାମ ଶଦ୍ଦର ଅର୍ଥ ହେଉଛି ପାପପୁର୍ଣ୍ଣ । ମୁଁ ଯେଉଁ ଶଦ୍ଦ ଉଚ୍ଚାରଣ କରିଥିଲି ତାହାର ଆକ୍ଷରିକ ଅର୍ଥ ହେଉଛି ପାପୀ । ତେଣୁ ତାକୁ ଅଲଗା ଅର୍ଥରେ ନବା ଠିକ ନୁହେଁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି