Masthead

ହ୍ୱାଟସଆପ୍ ର ଗୁରୁତ୍ୱପୂର୍ଣ୍ଣ ନୋଟିଫିକେସନ!

କ’ଣ ରହିଛି ନୋଟିଫିକେସନ ପଛରେ ସତ୍ୟତା, ଜାଣନ୍ତୁ..

ବର୍ତ୍ତମାନ ସମସ୍ତ ହ୍ୱାଟସଆପ ୟୁଜରଙ୍କୁ କମ୍ପାନୀ ଏକ ଅପଡେଟ ନୋଟିଫିକେସନ ପଠାଇଛି । ଯେଉଁଥିରେ ପ୍ରାଇଭେସି ପଲିସିରେ ପରିବର୍ତ୍ତନ ଆସିଛି । ଆପ ଅପଡେଟ ପାଇଁ ଏହି ନୋଟିଫିକେସନ ପଠାଯାଇଛି । ଯଦି ଏଥିପାଇଁ ଆପଣ allow ନକରିବେ ତାହେଲେ ଫେବୃଆରୀ ୮ ପରେ ହ୍ୱାଟସଆପକୁ ବ୍ୟବହାର କରିପାରିବେ ନାହିଁ ।

ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କ କହିବାନୁଯାୟୀ, ମେସେଞ୍ଜର ଚାଟ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପ ମିଶ୍ରଣ ପାଇଁ କମ୍ପାନୀ କାମ କରୁଛି। ଏହାଦ୍ୱାରା ସେମାନଙ୍କୁ କାମ କରିବାକୁ ସୁବିଧା ସହିତ ୟୁଜରଙ୍କୁ ମଧ୍ୟ ଲାଭ ହେବ। ଅପଡେଟ୍ ନୋଟିଫିକେସନରେ ଡାଟା ଶେୟାର ହେବ ବୋଲି କୁହାଯାଇଛି। ହ୍ୱାଟସଆପର ମୂଳ କମ୍ପାନୀ ଫେସବୁକ, ଇନଷ୍ଟାଗ୍ରାମ ସହିତ ଡାଟା ଶେୟାର ହେବ ବୋଲି କୁହାଯାଇଛି। ହେଲେ ଏହାକୁ କମ୍ପାନୀ ଖଣ୍ଡନ କରିଛି।  ଯେଉଁଭଳି ଏନକ୍ରିପଟେଡ ଥିଲା ସେହି ଭଳି ରହିବ।

ହ୍ୱାଟସଆପ ମୋବାଇଲ୍ କିମ୍ୱା କମ୍ପ୍ୟୁଟରରେ ଖୋଲିବା ପରେ ଆଇପି ଠିକଣା, ମୋବାଇଲ ହ୍ୟାଣ୍ଡସେଟ୍, ହ୍ୱାଟସଆପ୍ ଲାଇଭ ଲୋକେସନ, ହ୍ୱାଟସଆପ ପେରେ ବ୍ୟବହାର ହୋଇଥିବା ଏଟିଏମ ବା କ୍ରେଡିଟ୍ କାର୍ଡ ନମ୍ୱର ହ୍ୱାଟସଆପ୍, ଫେସବୁକ ଓ ଇନଷ୍ଟା ମଧ୍ୟରେ ଇଣ୍ଟରନାଲ ଶେୟାରିଂ ହେବ। ପାସଓ୍ୱାର୍ଡ ଶେୟାର ହୋଇପାରିବନି ବୋଲି ଜଣାପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି