Masthead

କେଉଁଠି ଅଛନ୍ତି ୧୧୯ ଯାତ୍ରୀ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାହାନଗା ଟ୍ରେନ ଟ୍ରାଜେଡି । ନିଖୋଜ ଯାତ୍ରୀ ଏବେ କେଉଁଠି? ବିହାର ଓ ପଶ୍ଚିବଙ୍ଗ ସରକାର ଯାତ୍ରୀ ନିଖୋଜ ହୋଇଥିବା ଅଭିଯୋଗ ଆଣିଛନ୍ତି । ଗୋଟିଏ ବଗି ଏଯାଏଁ ଉଦ୍ଧାର ହୋଇନି । ସେଥିରେ କେହି ନିଖୋଜ ଯାତ୍ରୀ ଥାଇପାରନ୍ତି କି? ଏବେବି ଅନେକ ଅଛନ୍ତି ନିଖୋଜ । ବିହାର ସରକାରଙ୍କ ବଡ଼ ଦାବି ବିହାରର ୮୮ ଯାତ୍ରୀ ନିଖୋଜ ଅଛନ୍ତି ।

ମମତା କହିଥିଲେ ପଶ୍ଚିମବଙ୍ଗର ୩୧ ନିଖୋଜ ଅଛନ୍ତି । ତେବେ ବିହାରର ୮୮, ପଶ୍ଚିମବଙ୍ଗର ୩୧ ଯାତ୍ରୀ ଗଲେ କୁଆଡେ? ୧୧୯ ଜଣ ଯାତ୍ରୀଙ୍କ ଏବେ ବି ପତା ମିଳୁନି । କେଉଁଠି ଅଛନ୍ତି ୧୧୯ ଯାତ୍ରୀ । କିଏ ଦେବ ହିସାବ । ଯାହାକୁ ନେଇ ବିହାର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଅଭିଯୋଗ ଆଣିଛନ୍ତି । ଦୁର୍ଘଟଣାରେ ବିହାରର ୪୩ ମୃତ, ୪୪ ଜଣ ଆହତ ହୋଇଥିଲେ । ଆଉ ୮୮ ଯାତ୍ରୀଙ୍କ ପତା ଏବେ ବି ମିଳୁନଥିବା ଅଭିଯୋଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା