Masthead

କାହାର ହେବ ଶିବସେନା ସମ୍ପତ୍ତି ?

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):  ଶିବସେନାର ଦଳୀୟ ଚିହ୍ନ ସିନ୍ଦେ ଗୋଷ୍ଠୀକୁ ମିିଳିବା ପରେ ଚର୍ଚ୍ଚା ଜୋର ଧରିଛି । ଦାଦର ଥିବା ଶିବସେନା ଭବନରେ ଉଦ୍ଧବ ଗୋଷ୍ଠୀର କବ୍ଚା ରହିଛି । ତେଣୁ ସିନ୍ଦେଙ୍କ ଶିବସେନା କବ୍ଚାରେ କଣ କଣ ରହିବ ତାହା ଉପରେ ଏବେ ନଜର । ସେପଟେ ଶିବସେନା ନିକଟରେ ୧୯୧.୮୨ କୋଟିର ସ୍ଥାବର ଅସ୍ଥାବର ସମ୍ପତ୍ତି ରହିଛି । ଏଥି ସହ ମୁମ୍ବାଇରେ ୨୮୦ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ୮୨ ଶାଖା କାର୍ଯ୍ୟାଳୟ ରହିଛି ।

ଅନ୍ୟପଟେ ନିୟମ ଅନୁସାରେ ପାର୍ଟି ଉପରେ କବ୍ଚା ଏବଂ କୋଷାଧ୍ୟକ୍ଷ ନିଯୁକ୍ତି ହେବା ପରେ ସମସ୍ତ ସମ୍ପତ୍ତି ଓ ପାଣ୍ଠି ଆପେ ଆପେ ଶିବସେନା ନିକଟକୁ ହିଁ ଯିବ । ଆଗକୁ ମୁମ୍ବାଇ ସମେତ ରାଜ୍ୟର ଅନେକ ସହରରେ ପୌରପାଳିକା ନିର୍ବାଚନ ନିର୍ବାଚନ ହେବ । ଏହି ସମୟରେ ପାଣ୍ଠିର ଆବଶ୍ୟକତା ରହିଥିବାରୁ ଶିବସେନା ପାଣ୍ଠିକୁ ସିନେ୍ଦ ଗୋଷ୍ଠୀ ନେବ ନା ଉଦ୍ଧବ ଗୋଷ୍ଠୀକୁ ଛାଡ଼ିଦେବେ ତାହା ଦେଖିବାର କଥା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ