ଫିଲ୍ମର ବାଦଶାହ, ପଲିଟିକ୍ସରେ ଫେଲ; କାହିଁକି ରାଜନୀତିରୁ ଦୂରେଇ ଗଲେ ଅମିତାଭ ବଚ୍ଚନ୍?

https://youtube.com/@BadakhabarTv?si=jsPqMT1TLJvwO5xg

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଫିଲ୍ମର ବାଦଶାହ, ପଲିଟିକ୍ସରେ ଫେଲ । ଜିତିଲେ ତଥାପି ଛାଡିଦେଲେ ରାଜନୀତି । ଆସାମରୁ ଆସିଲା ଚିଠି, ଅଟକି ଗଲେ ଅମିତାଭ । କାହାଣୀ ୮୦ ଦଶକର ଯାହା ରାଜୀବ ଗାନ୍ଧୀଙ୍କ ସହ ତୁଟାଇ ଦେଲା ସମ୍ପର୍କ । ବୋଫୋର୍ସ ପାଇଁ ବଦନାମ ହେଲେ ଶତାବ୍ଦୀର ମହାନାୟକ । ଶତାବ୍ଦୀର ମହାନାୟକ ବିଗ ବି ଅମିତାଭ ବଚ୍ଚନ୍ । ଅଭିନୟ ହେଉ କିମ୍ବା ସାହିତ୍ୟ, ଭାଷା ହେଉ କିମ୍ବା ଭଏସ୍ । ତାଙ୍କର ସବୁ ଅନ୍ଦାଜ୍ ନିଆରା । ଜଣେ ସଫଳ ସୁପରଷ୍ଟାର ଭାବେ ସେ ଏକ ଟ୍ରେଣ୍ଡ ସେଟ କରିଥିବା ବେଳେ ରାଜନୈତିକ କ୍ୟାରିୟରରେ ମଧ୍ୟ ଅର୍ଜନ କରିଥିଲେ ସମାନ ଭଲପାଇବା । ତେବେ କାହିଁକି ରାଜନୀତିରୁ ଦୂରେଇ ଗଲେ ଅମିତାଭ? ଏବେ ବି ଅନେକ ଲୋକ ଏହାର କାରଣ ଜାଣିନାହାନ୍ତି । ପୂରା ଖବର ପାଇଁ ଦେଖନ୍ତୁ ବଡ଼ ଖବର…

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’