Masthead

କାହିଁକି ମୋଦି ଏବଂ ତାଙ୍କ ସରକାର ରାହୁଲଙ୍କୁ ଏତେ ଭୟ କରୁଛନ୍ତି ? : ଅଧୀର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲୋକସଭାରେ ଅନାସ୍ଥା ପ୍ରସ୍ତାବ ନେଇ ଆଜି ଦ୍ୱିତୀୟ ଦିନ ଆଲୋଚନା । ମଙ୍ଗଳବାର ହୋଇଥିଲା ଆଲୋଚନା । ବିଭିନ୍ନ ଦଳର ସାଂସଦ ଭାଷଣ ରଖିଥିଲେ । ମଣିପୁର ପ୍ରସଙ୍ଗକୁ ନେଇ ଗୃହରେ ହୋଇଥିଲା ହଙ୍ଗମା । ବିରୋଧୀମାନେ ମୋଦି ସରକାରକୁ କଡ଼ା ସମାଲୋଚନା କରିଥିଲେ । ଆଜି ଗୃହରେ ବିବୃତି ରଖିବେ ରାହୁଲ ବୋଲି କହିଛନ୍ତି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ । ସେ କହିଛନ୍ତି ଆଚି ଗୃହ ଆରମ୍ଭରୁ ବବୃତି ରଖିବେ ରାହୁଲ ।

ସେ ଆହୁରି ମଧ୍ୟ କହିଛନ୍ତି ବିଜେପି ଜାତି, ସମାଜ, ମଣିପୁର ବିଷୟରେ ଚିନ୍ତା କରନ୍ତି ନାହିଁ। ବିରୋଧୀଙ୍କ କେବଳ ଗୋଟିଏ କାମ । ରାହୁଲ ଗାନ୍ଧି ଏବଂ ତାଙ୍କ ପରିବାରକୁ ଦୁର୍ବ୍ୟବହାର କରିବା । ସେମାନେ ଅନ୍ୟ କିଛି ଜାଣନ୍ତି ନାହିଁ। କାହିଁକି ମୋଦି ଏବଂ ତାଙ୍କ ସରକାର, ସହକର୍ମୀମାନେ ରାହୁଲ ଗାନ୍ଧିଙ୍କୁ ଏତେ ଭୟ କରୁଛନ୍ତି ? ମୁଁ ଏହା ଅଶ୍ଚର୍ଯ୍ୟ ଲାଗୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ