Masthead

ବିଶ୍ୱ ଚାମ୍ପିୟନସିପରୁ ବଞ୍ଚିତ ହେବେକି କିଶୋର ?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ନୀରଜଙ୍କ ଉପରେ ବିଶ୍ୱର ନଜର । ଆଥଲେଟିକ୍ସ ଚାମ୍ପିୟନସିପରେ ନୀରଜ ଚୋପ୍ରାଙ୍କ କ’ଣ ରହିବ ପ୍ରଦର୍ଶନ । ନୀରଜ ଏବଂ କିଶୋରଙ୍କ ପାଇଁ ଆଗେଇ ଆସିଛି ଦିଲ୍ଲୀ ଆଥଲେଟିକ୍ସ ଆସୋସିଏସନ । ହଙ୍ଗେରିଙ୍କୁ ଯିବା ପାଇଁ ଭିସା ଦେବା ପାଇଁ ବୈଦେଶିକ ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି । ଆଜି ଠାରୁ ବୁଦ୍ଧାପେଷ୍ଟରେ ବିଶ୍ୱ ସଦସ୍ୟଙ୍କ ପାଇଁ ୨୮ ସଦସ୍ୟ ବିଶିଷ୍ଟ ଭାରତ ଦଳର ଅଂଶବିଶେଷ ଥିବା ୪ଟି ଜ୍ୟାଭଲିନ ଥ୍ରୋ ବା ବର୍ଚ୍ଛା ଫିଙ୍ଗାରେ ନିରଜ ଏବଂ କିଶୋର ରହିଛନ୍ତି । ଆଥଲେଟିକ୍ସ ଫେଡେରେସନ ଅଫ ଇଣ୍ଡିଆ (ଏଏଫଆଇ), ତାଙ୍କ ଟ୍ୱିଟରେ କହିଛନ୍ତି ଯେ ଓଡିଶାର ୨୭ ବର୍ଷ ବୟସ୍କ ଜ୍ୟାଭଲିନ ଥ୍ରୋ ପ୍ଲେୟାର କିଶୋର ଜେନାଙ୍କ ଭିସା ସମସ୍ୟା ହେତୁ ସେ ତାଙ୍କ ପ୍ରଥମ ବିଶ୍ୱ ଚାମ୍ପିୟନସିପରୁ ବଞ୍ଚିତ ହୋଇପାରନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା