Masthead

ଏବେ କୌଣସି ମାଫିଆ ଆଉ ଭୟଭୀତ କରିପାରିବେନି: ଯୋଗୀ

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଅତିକ-ଅସରଫ ହତ୍ୟା ମାମଲା । ଏବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆକ୍ସନ ମୋଡରେ । ୨୫କୁଖ୍ୟାତ ମାଫିଆଙ୍କ ତାଲିକା ପ୍ରକାଶ କରିଥିଲେ ଯୋଗୀ । ଆଉ ଏବେ ଆସିଛି ଯୋଗୀଙ୍କ ପ୍ରତିକ୍ରିୟା । ଟାର୍ଗଟରେ ରହିଛନ୍ତି ବିରୋଧୀ । କହିଛନ୍ତି ଉତ୍ତରପ୍ରଦେଶକୁ ଏବେ କୌଣସି ମାଫିଆ ଆଉ ଭୟଭୀତ କରିପାରିବେନି । ୨୦୧୭ ପୂର୍ବରୁ ରାଜ୍ୟରେ ଶହ ଶହ ମାଫିଆ ରାଜ କରୁଥିଲେ ।

କିନ୍ତୁ ବିଜେପି ସରକାର ଆସିବା ପରେ ଏମାନଙ୍କ ମୂଳପୋଛ ହୋଇଛି । ରାଜ୍ୟରେ ଅରାଜକତା ନୁହେଁ ଆଇନରାଜ ଚାଲୁଛି । ଉତ୍ତରପ୍ରଦେଶ ବିକାଶର ମାହୋଲ ରହିଛି । ଆଜିର ଦିନରେ କୌଣସି ବ୍ୟବସାୟୀଙ୍କୁ କେହି ମାଫିଆ ଡରେଇପାରିବେ ନାହିଁ । ଯେଉଁମାନେ ୟୁପୀ ଭାବମୂର୍ତ୍ତିକୁ ଖରାପ କରୁଥିଲେ ସେମାନେ ଆଜି ସଙ୍କଟରେ ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ