Masthead

ଅଦାର ପୁନାୱାଲାଙ୍କୁ ଜେଡ଼ କାଟାଗୋରି ସୁରକ୍ଷା!

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଅଦାର ପୁନାୱାଲାଙ୍କୁ ଜେଡ୍ କାଟାଗୋରି ସୁରକ୍ଷା ଯୋଗାଇ ଦେବାକୁ ପିଟିସନ୍ । ବମ୍ବେ କୋର୍ଟରେ ଦାଖଲ ହୋଇଛି ପିଟିସନ୍ । ଜଣେ ବ୍ୟକ୍ତି ଦାଖଲ୍ କରିଛନ୍ତି ଏହି ପିଟିସନ୍ । ପିଟିସନ୍ରେ ଉଲ୍ଲେଖ କରାଯାଇଛି ଯେ, ସେରମ ଇନଷ୍ଟିଚ୍ୟୁଟ୍ ସିଇଓ ଅଦାର ପୁନାୱାଲା, ତାଙ୍କ ପରିବାର ଓ ସମ୍ପତ୍ତିର ସୁରକ୍ଷା ଜରୁରୀ ହୋଇପଡିଛି । ମେ ୨ରେ ପୁନୱାଲା ସପରିବାର ଲଣ୍ଡନ ପଳାଇଥିଲେ । ସେଠାରେ ଆଉ ଏକ ଟିକା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ପାଇଁ ସେ କିଛି ପ୍ରଭାବଶାଳୀ ଲୋକଙ୍କ ସହ ଆଲୋଚନା କରିଥିଲେ ।

ପରେ ଗଣମାଧ୍ୟମକୁ କହିଥିଲେ ଯେ, ତୁରନ୍ତ ଟିକା ଯୋଗାଇବା ପାଇଁ ଭାରତର କିଛି ମୁଖ୍ୟମନ୍ତ୍ରୀ ଓ ପ୍ରଭାବଶାଳୀ ନେତା ତାଙ୍କ ଉପରେ ଚାପ ପକାଉଛନ୍ତି । ଏପରିକି ସେମାନେ ବିଭିନ୍ନ ଧମକ ଦେଉଥିବା ପୁନୱାଲା କହିଥିଲେ । ଏହି ଖରବ ପ୍ରସାରିତ ହେବା ପରେ କେନ୍ଦ୍ର ସରକାର ତାଙ୍କୁ ସୁରକ୍ଷା ଯେ।।ଗାଇ ଦେବାରୁ ସେ ଭାରତ ଫେରି ଆସିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି