Masthead

ଜନ୍ମବାର୍ଷିକୀରେ ଖୋକାଭାଇଙ୍କୁ ମନେପକାଉଛି ଓଡ଼ିଶା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଅକ୍ଷୟ ମହାନ୍ତି । ନାଁ ଟି ଯେପରି ଗୀତ ମଧ୍ୟ ତାଙ୍କର ସେପରି ଅକ୍ଷୟ । ପ୍ରତିଟି ଓଡିଆର ମନରେ ବାସକରନ୍ତି ଅକ୍ଷୟ । ସମସ୍ତେ ତାଙ୍କୁ ସ୍ନେହରେ ଖୋକାଭାଇ ବୋଲି ଡାକନ୍ତି । ସଂଗୀତ ଦୁନିଆର ସେ ଥିଲେ ଯାଦୁକର । ତାଙ୍କର ପଦଟିଏ ଗୀତ ମନର ସବୁ ଦୁଃଖ କଷ୍ଟକୁ ଦୂରେଇ ଦିଏ । ସେ ଉଡିଯାଉଥିବା ପକ୍ଷୀ ହେଉ କି ମଉଳି ଯାଇଥିବା ଫୁଲ ହେଉ ତାକୁ ନେଇ ଗାଇ ଦିଅନ୍ତି ସୁନ୍ଦର ଗୀତ ।

କହିବାକୁ ଗଲେ ସଂଗୀତର ଜୀବନ ଦାତା ହେଉଛନ୍ତି ଖୋକାଭାଇ । ଆଜି ବି ଖୋକାଭାଇଙ୍କୁ ଝୁରୁଛନ୍ତି ତାଙ୍କର ଅନେକ ପ୍ରଶଂସକ । ଓଡିଆ ସଂଗୀତ ଜଗତକୁ ଅନେକ ଅନେକ ହିଟ ଗୀତ ଭେଟି ଦେଇଛନ୍ତି ଅକ୍ଷୟ ମହାନ୍ତି । ଶେଷରେ ନଭେମ୍ବର ୧୭ ତାରିଖ ୨୦୦୧ ମସିହାରେ ଆଖି ବୁଜିଲେ ଅକ୍ଷୟମହାନ୍ତି । ସେ ସିନା ଆଜି ନାହାନ୍ତି ହେଲେ ସେ ଦେଇଯାଇଥିବା ପ୍ରତିଟି ଗୀତ ଆଜିବି ଲୋକଙ୍କ ଭିତରେ ରହିଛି । ଆଜି ତାଙ୍କ ଜନ୍ମ ବାର୍ଷିକୀରେ ତାଙ୍କୁ ମନେକାଉଛନ୍ତି ତାଙ୍କର ଶହ ଶହ ପ୍ରଶଂସକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ