ଘସିପୁରାକୁ ଦୁର୍ନୀତି ମୁକ୍ତ କରିବାକୁ ସୁବ୍ରତ ଚକ୍ରଙ୍କ ଆହ୍ୱାନ

ଘସିପୁରା(ବଡ଼ ଖବର ବ୍ୟୁରୋ): ଘସିପୁରା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ସୁବ୍ରତ ଚକ୍ରଙ୍କ ନାଁ ଘୋଷଣା ପରେ ସ୍ଥାନୀୟ କଂଗ୍ରେସ କର୍ମୀଙ୍କ ମନରେ ଖୁସିର ଲହରୀ । ସୁବ୍ରତ ନୂଆ ମୁହଁ ଭାବେ ଘସିପୁରାରୁ ଟିକେଟ ପାଇଛନ୍ତି । ପୂର୍ବରୁ ସେ କଂଗ୍ରେସ ବ୍ଲକ ସଭାପତି ଭାବେ ରହି ସଂଗଠନକୁ ସୁଦୃଢ କରିବାରେ ଲାଗିଥିଲେ। ସାଧାରଣତ ଏହି ନିର୍ବାଚନ ମଣ୍ଡଳୀରେ ପ୍ରତ୍ୟେକ ନିର୍ବାଚନରେ ନିରଞ୍ଜନ ପଟ୍ଟନାୟକ ପ୍ରତିନିଧିତ୍ୱ କରୁଥିବା ବେଳେ ବଦ୍ରି ବନାମ ନିରଞ୍ଜନ ଲଢେଇ ଏଠାରେ ରୋଚକ ସ୍ଥିତି ତିଆରି କରିଥାଏ । ହେଲେ ଚଳିତ ଥର ଏଠାରେ କଂଗ୍ରେସ ତାର ପ୍ରାର୍ଥୀ ବଦଳାଇ ନୂଆ ମୁହଁ ଦେଇଛି ।

ବିଶେଷତଃ ଘସିପୁରା ନିର୍ବାଚନ ମଣ୍ଡଳୀରେ ଯୁବ ବର୍ଗଙ୍କୁ ଏକତ୍ରିତ କରିବା ସହିତ ଭାଇଚାରା ପ୍ରତିଷ୍ଠା ଓ ଦୁର୍ନୀତି ମୁକ୍ତ, ଏବଂ ଘସିପୁରା ଗଢିବା ତାଙ୍କର ମୁଖ୍ୟ ମୁଦା ରହିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ତାଙ୍କ ଉପରେ ବିଶ୍ୱାସ କରି ନିର୍ବାଚନ ଲଢ଼ିବା ପାଇଁ ଦାଇତ୍ୱ ଦେଇଥିବାରୁ ନିରଞ୍ଜନ ପଟ୍ଟନାୟକ ତଥା କଂଗ୍ରେସର ମୁଖିଆଙ୍କୁ ସେ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ