Before Header

ମଧ୍ୟାହ୍ନ ଭୋଜନ ଖାଦ୍ୟ ରୋଷେଇ ବେଳେ ଅଗ୍ନିକାଣ୍ଡ

0 37

ନିମାପଡ଼ା (ବଡ଼ ଖବର ବ୍ୟୁରୋ):ଛଣିଜଙ୍ଗ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ ବେଳେ ନିଆଁ । ମଧ୍ୟାହ୍ନ ଭୋଜନ ରୋଷେଇ ବେଳେ ଗ୍ୟାସ ସିଲିଣ୍ଡରରୁ ସ୍କୁଲରେ ନିଆଁ ଲାଗିଛି । ପୁରୀ ଜିଲ୍ଲା ଛଣିଜଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଆାଁ ଲାଗିବାରୁ ଛାତ୍ରଛାତ୍ରୀ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆାଯାଇଛି । ପିଲାଙ୍କ ସୁରକ୍ଷାପାଇଁ ସ୍କୁଲକୁ ଖାଲି କରାଯାଇଛି । ଘଟଣା ସ୍ଥଳରେ ଚାରିଛକ ପୋଲିସ, ଦମକଳ ବାହିନୀ ଓ ସ୍ଥାନୀୟ ଲୋକେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ନିକଟସ୍ଥ ପଞ୍ଚାୟତ କାର୍ୟ୍ୟାଳୟକୁ ସ୍ଥାନାତରିତ କରାଯାଇଛି । ଅଗ୍ନିକାଣ୍ଡରେ ବିଦ୍ୟାଳୟ ଅଫିସର ଅନେକ କାଗଜପତ୍ର ଜଳିଯାଇଥିବା ସୂଚନା ମିଳିଛି ।

 

Leave A Reply

Your email address will not be published.