Masthead

ମନରେଗା ଯୋଜନାରେ ମହାଘୋଟାଲା, କେନାଲ ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ

ସାହାରପଡା(ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଳକ ମଲାରପଦା ପଞ୍ଚାୟତ ମଲାରପଦା ମହାନ୍ତ ସାହି ଠାରୁ କଣ୍ଡାରାବେଡା ପର୍ଯ୍ୟନ୍ତ କେନାଲ ନାଁରେ ମନରେଗା ଯୋଜନାରେ ମିଛ ବିଲ୍ କରି ଲକ୍ଷାଧିକ ଟଙ୍କା ଲୁଟ । ୬ ଲକ୍ଷ ୪ ହଜାର ୧୫୩ ଟଙ୍କା ୪୯ ପଇସା ସରକାରୀ ଟଙ୍କାକୁ ଚଳୁ ହୋଇଥିବା ଅଭିଯୋଗ ହୋଇଛି ।

ପୂର୍ବରୁ ମଧ୍ୟ ଏହାକୁ ନେଇ ବଡ଼ ଖବର ରେ ଖବର ପ୍ରସାରିତ କରିଥିଲୁ ହେଲେ ଏତେ ବଡ଼ ଅଭିଯୋଗ ପରେ ମଧ୍ୟ ଥରୁ ଟିଏ ବି ଘଟଣା ସ୍ଥଳକୁ ଗଲେ ନାହିଁ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାଧବ ଚନ୍ଦ୍ର ବିରୁଆ । ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି ଯେ ଏଥିରେ ବିଡ଼ିଓଙ୍କ ଭୂମିକା ବି ଅଛି। ଯେତେବେଳେ ଏ ଘଟଣା ସଂପର୍କରେ ଆମେ ବିଡ଼ିଓ ଙ୍କୁ ଅବଗତ କରିଥିଲୁ ସେତେବେଳେ ବିଡ଼ିଓ କହୁଛନ୍ତି ମୁଁ କହିଲେ କେନ୍ଦୁଝର ଜିଲ୍ଲା ବଦନାମ ହୋଇଯିବ । ଏଥିପ୍ରତି ଆଗକୁ ଦୃଷ୍ଟି ନଦେଲେ ଆଗାମୀ ଦିନରେ ତିବ୍ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା