Masthead

ବଡ଼ବିଲ ରୋଟାରି କ୍ଲବ ଦ୍ୱାରା ପୁରସ୍କୃତ ହେଲେ ୧୦ ଡାକ୍ତର

ବଡ଼ବିଲ(ବଡ଼ ଖବର ବ୍ୟୁରୋ): ଆଦିବାସୀ ସ୍କୁଲରେ ନିଃଶୁଳ୍କ ଦନ୍ତ ଚିକିତ୍ସା । ବଡ଼ବିଲ ରୋଟାରି କ୍ଲବ ଦ୍ୱାରା ଯୋଡ଼ା ବ୍ଲକ ଭଦ୍ରାସାହିରେ ଥିବା ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଦ୍ୱାରା ପରିଚାଳିତ ଆଦିବାସୀ ବିକାଶ ସ୍କୁଲରେ ନିଃଶୁଳ୍କ ଦନ୍ତ ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା । ଭୁବନେଶ୍ୱର କିମ୍ସ ହସ୍ପିଟାଲର ବରିଷ୍ଠ ଦନ୍ତ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଯାଇଥିଲା ।

ପ୍ରାୟ ୬୮୫ ପିଲାମାନଙ୍କୁ ଚିକତ୍ସା କରାଯାଇଥିଲା । ପରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଡାକ୍ତରମାନଙ୍କୁ ସମ୍ମାନିତ କରିଥିଲେ । ପ୍ରଫେସର ଡାକ୍ତର ଆନନ୍ଦମୟ ବାଗଚୀ ଓ ଡାକ୍ତର ପିଭି ସମୀରଙ୍କ ସମେତ ୧୦ ଜଣ ଡାକ୍ତର ଛାତ୍ରଛାତ୍ରୀଙ୍କ ଦାନ୍ତ ପରୀକ୍ଷା କରିଥିଲେ । ଶିବିର ପରିଚାଳନା କରିଥିଲେ ରୋଟାରି କ୍ଲବର ସଭାପତି ଧର୍ମୁ ଆଗ୍ରୱାଲ, ସୁନୀଲ ଝା, ଅଶୋକ ଠକର, ମୁକେଶ ଠକର, ଦିବୟ ଠକରଙ୍କ ସମେତ ରୋଟାରି କ୍ଲବର ସମସ୍ତ ସଦସ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ