Before Header

ଖାଦ୍ୟ ବିଷ କ୍ରିୟାରୁ ୧୧ ଅସୁସ୍ଥ

0 16

ଆନନ୍ଦପୁର(ବଡ଼ ଖବର ବ୍ୟୁରୋ): ଆନନ୍ଦପୁରରେ ଘଟିଛି ଏକ ଅଭାବନୀୟ ଘଟଣା । ଖାଦ୍ୟ ବିଷ କ୍ରିୟାରୁ ୧୧ ଜଣ ଅସୁସ୍ଥ ହୋଇପଡିଛନ୍ତି । ଅସୁସ୍ଥ ଅବସ୍ଥାରେ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅସୁସ୍ଥଙ୍କ ମଧ୍ୟରେ ୬ଜଣ ବୟସ୍କ ହୋଇଥିବାବେଳେ ୫ଜଣ ଶିଶୁ ଥିବା ଜଣାପଡିଛି । ସମସ୍ତ ଅସୁସ୍ଥ ନନ୍ଦିପଦା ଥାନା ଅମୃତ ଗାଁର ।

Leave A Reply

Your email address will not be published.