Masthead

୫ ଦଫା ଦାବୀ ପୂରଣ ପାଇଁ ଆମରଣ ଅନଶନରେ ବସିଲେ ଜେଲ କର୍ମଚାରୀ

ଆସିକା(ବଡ଼ ଖବର ବ୍ୟୁରୋ):ଗଞ୍ଜାମ ଜିଲ୍ଲା ଆସିକା ସବଜେଲରେ ଆଜି ୫ ଦଫା ଦାବୀ ନେଇ ଆମରଣ ଅନଶନରେ ବସିଛନ୍ତି ଜେଲ କର୍ମଚାରୀ । ନିଖୀଳ ଓଡିଶା କାରାଗାର କର୍ମଚାରୀ ମହାସଂଘର ଆହ୍ୱାନରେ ଗଞ୍ଜାମ ଜିଲ୍ଲାର ସାରା ଜେଲରେ କର୍ମଚାରୀ ମାନେ ଆମରଣ ଅନଶନ ଆରମ୍ଭ କରିଥିବା ବେଳେ ଆସିକା ସବଜେଲ କର୍ମଚାରୀ ମଧ୍ୟ ଆମରଣ ଅନଶନରେ ବସିଛନ୍ତି ।

 

ଗତ ୧୩ ତାରିଖରୁ ସେମାନେ କଳାବ୍ୟାଜ ପରିଧାନ କରି ଆନ୍ଦନ୍ଦୋଳନରେ ସାମିଲ ହେବା ସହ ୨୪ ତାରିଖ ସୁଦ୍ଧା ଦାବୀ ପୂରଣ ପାଇଁ ମହଲତ ଦେଇଥିଲେ । କିନ୍ତୁ ସରକାର ପଦକ୍ଷେପ ଗ୍ରହଣ ନ କରିବାରୁ ସେମାନେ ଅନଶନ ଆରମ୍ଭ କରିଥିବା ଜଣାପଡିଛି । ଆସିକା ସବଜେଲ କର୍ମଚାରୀ ସଂଘ ପକ୍ଷରୁ ୫ ଦଫା ଦାବୀ ପାଇଁ ଦାବୀ ଜୋର ଧରିଥିଲା ।

ୱାର୍ଡର ମାନଙ୍କ ଗ୍ରେଡ ପେ ୧୯ ଶହରୁ ୨ ହଜାର ଟଙ୍କାକୁ ବୃଦ୍ଧି, ପୁରୁଣା ପଦୋନ୍ନତି ନିୟମ ୨୦୧୨ କୁ ପୁଣି ଲାଗୁ କରିବା, ଉପଖଣ୍ଡସ୍ତରୀୟ ବଦଳୀ ନିୟମକୁ କୋହଳ ଓ ଖାଦ୍ୟ ଭତାକୁ ୪ ଶହ ଟଙ୍କାରୁ ୧୪ ଶହ ଟଙ୍କାକୁ ବୃଦ୍ଧି ନେଇ ଦାବୀ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି