Before Header

ଗାଧୋଇବାବେଳେ ସମୁଦ୍ରରେ ଭାସିଗଲେ ୫ ପର୍ଯ୍ୟଟକ

0 34

ଜଳେଶ୍ୱର(ବଡ଼ ଖବର ବ୍ୟୁରୋ): ମାନ୍ଦାରମଣି ତାଜପୁର ବେଳାଭୂମିରେ ଉଚ୍ଚ ଜୁଆର ମାଡରେ ଭୟଙ୍କର ଦୁର୍ଘଟଣା ଘଟିଛି । ସମୁଦ୍ରରେ ଗାଧୋଇବାକୁ ଯାଇଥିଲା ବେଳେ ଉଚ୍ଚ ଜୁଆରରେ ଭାସିଗଲେ ୫ପର୍ଯ୍ୟଟକ । ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି ଜାରି ରଖିଥିଲା ଉଦ୍ଧାର କାର୍ଯ୍ୟ । ୫ଜଣଙ୍କୁ ପୋଲିସ ଉଦ୍ଧାର କରିଥିବା ବେଳେ ୩ଜଣଙ୍କ ମୃତ୍ୟୁ ଘଟିଛି ।

Leave A Reply

Your email address will not be published.