Before Header

ମଝି ଚିଲିକାରେ ଫସିଲେ ୫୦ ଯାତ୍ରୀ

0 143

ଭୁବନେଶ୍ବର(ବଡ଼ ଖବର ବଯୁରୋ):ପୁଣି ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଜହ୍ନିକୁଦା ଘାଟରୁ ସାତପଡ଼ା ଯାଉଥିବା ବାଟରେ ଘଟିଲା ଅଘଟଣ । କମ ପାଣି ଥିବା କାରଣରୁ ମଝି ଚିଲିକାରେ ଜଙ୍ଗାଟି ଅଟିକି ଯାଇଥିଲା । ଡଙ୍ଗାଟି ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ , ଏହି ଡଙ୍ଗାରେ ୩୦ରୁ ଅଧିକ ବାଇକ ରହିଥିବା ସୂଚନା ମିଳିଛି।

Leave A Reply

Your email address will not be published.