Masthead

ବୀର ସନ୍ତାନଙ୍କୁ ହରାଇଲା ମେଘପୁର

ରାଜକନିକା (ବଡ଼ ଖବର ବ୍ୟୁରୋ):ଦେଶ ମାତୃକା ସେବାରେ ଚାଲିଗଲା ଜୀବନ। ରାଜକନିକା ମେଘପୁର ଗାଁର ବିଭୁତିଭୂଷଣ ନାୟକ ଆସାମ ରାଇଫାଲ୍ସର ୪୪ରେଜିମେଣ୍ଟରେ କାର୍ୟ୍ୟରତ ଥିଲେ । ଏକ ଦୁର୍ଘଟଣାର ଶିକାର ହୋଇ ସହିଦ ହୋଇଛନ୍ତି । ଗତକାଲି ତାଙ୍କର ମରଶରୀର ତାଙ୍କ ଜନ୍ମ ମାଟିରେ ପହଁଚିଛି । ଶେଷ ଦର୍ଶନ କରି ସାରିବା ପରେ ମରଶରୀର କୁ ବେବର୍ତ୍ତା ସରୋବର ସହିଦ ବାସୁ-ବିଶୁନି ପୀଠ ନିକଟରେ ରାଷ୍ଟ୍ରୀୟ ମର୍ୟ୍ୟାଦା ସହିତ ଶେଷକୃତ୍ୟ କରାଯାଇଛି। ୧୯୮୮ମସିହା ଜାନୁଆରୀ ୧ରେ ସେ ଆସାମ ରାଇଫାଲରେ ଯୋଗଦେଇଥିଲେ । ନଭେମ୍ବର୨୪ରେ ସର୍ଚ୍ଚ ଅପରେସନ ଲାଗି ପାଟ୍ରୋଲିଂରେ ଯିବାବେଳେ ତାଙ୍କ ଗାଡିଟି ଦୁର୍ଘଟଣାଗ୍ରସ୍ଥ ହୋଇ ଥିଲା । ପାହାଡ଼ ଉପରୁ ତଳକୁ ଖସି ପଡ଼ିଥିଲା ଗାଡ଼ି । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ