ନାଗରିକ ପରିଷଦ ପକ୍ଷରୁ ଗଣଧାରଣା

ଝାରସୁଗୁଡା(ବଡ଼ ଖବର ବ୍ୟୁରୋ):ନାଗରିକ ପରିଷଦ ଲଖନପୁର ବ୍ଲକର ଗଣଧାରଣା ଆଜି ୪ର୍ଥ ଦିନରେ ପହଞ୍ଛିଛି । ୩ ଗୋଟି ବ୍ଲକ ବିଭାଜନ ଦାବି, ଲଖନପୁର ତହସିଲ ଇଲାକାଧିନ ଅଞ୍ଚଳକୁ ନେଇ ଏକ ସବଡିଭିଜନ, ଲଖନପୁର ବ୍ଲକ ୩୩ ଗୋଟି ପଞ୍ଚାୟତ କୁ ନେଇ ୩ଗୋଟି ବ୍ଲକ ଦାବିରେ ଗଣଧାରଣା ଦିଆଯାଇଛି । ବିରଞ୍ଚି ସାହୁ , ପିତାମ୍ବର ମିଶ୍ର , ଗୌତମ ପ୍ରଧାନ , ଝୁମେରଲାଲ ହାତୀ , ନରୁତ୍ତମ ପ୍ରଧାନ, କିଶୋର ପ୍ରଧାନ,ଡୋଳାମଣି ପ୍ରଧାନ, ମହେନ୍ଦ୍ର ପ୍ରଧାନ,ଦୟାନିଧି ମେହେର,ସୁରେଶ ତ୍ରିପାଠୀ,ପ୍ରକାଶ ଦେବତା , କଂଗ୍ରେସ ଜିଲ୍ଲା ସଭାପତି ଭରତ ଅଗସ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’