Masthead

ବିଭତ୍ସ ହତ୍ୟାକାଣ୍ଡ

ଉଦଳା (ବଡ଼ ଖବର ବ୍ୟୁରୋ): ଜମି ବାଡି ବିବାଦରୁ ହତ୍ୟାକାଣ୍ଡ । ସାବତ ଭାଇ ଓ ପୁତୁରାଙ୍କୁ ହତ୍ୟା କଲା ଦାଦା । କପ୍ତିପଦା ଥାନା ଛାଂଚୁଣିଆ ଗାଁରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ । ଶୁସିଲ କୁମାର ହେମ୍ବ୍ରମ ତାର ସାବତ ଭାଇ ଘନଶ୍ୟାମ ଓ ପୁତୁରା କୁଆଁରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି । ଗୁଣ୍ଡା ଲଗାଇ ଘନଶ୍ୟାମ କରିଥିବା ବେଳେ କୁଆଁରଙ୍କୁ ନିଜେ ହତ୍ୟା କରିଛି ଶୁସିଲ । କୁଆଁର ବିଲକୁ କାମ କରି ଯାଇଥିବା ବେଳେ ସେଠାରେ ତାଙ୍କୁ ହତ୍ୟା କରିଥିଲା ଶୁସିଲ । କୁଆଁରଙ୍କ ବେକକୁ କାଟି ଅନତି ଦୂରରେ ଫୋପାଡି ଦେଇଥିଲା । ଘରକୁ ଫେରିବାକୁ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜା ଖୋଜି ଖୋଜି କରିଥିଲେ । ଏନେଇ କୁଆଁରଙ୍କ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ପୋଲିସ ତନାଘନା କରିଥିଲା । ତଦନ୍ତରୁ ଜଣା ପଡିଥିଲା ଯେ ଶୁସିଲ ହିଁ ହତ୍ୟାକରୀ । ଦୀଘଦିନ ହେବ ଲାଗିଥିବା ଜମି ବିବାଦକୁ ନେଇ ଉଭୟଙ୍କ ମଧ୍ୟରେ ଲାଗି ରହିଥିଲା କଳହ । ଏଥିରେ ଉତକ୍ଷିପ୍ତ ହୋଇ ଭାଇ ଓ ପୁତୁରାଙ୍କୁ ହତ୍ୟା କରିଥିବା ପୋଲିସ ସମ୍ମୁଖରେ ମାନିଛି ଅଭିଯୁକ୍ତ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା