Masthead

କାମରେ ଲାଗୁନି କଲ୍ୟାଣ ମଣ୍ଡପ

ଭୁବନ(ବଡ଼ ଖବର ବ୍ୟୁରୋ): ସରକାରୀସ୍ତରରେ ବିଭିନ୍ନ ଅଞ୍ଚଳରେ ବିବାହ ବ୍ରତ ଓ ସଭାସମିତି ନିମନ୍ତେ ନିର୍ମାଣ ହୋଇଛି କଲ୍ୟାଣ ମଣ୍ଡପ । ଖର୍ଚ୍ଚ ହୋଇଛି ଲକ୍ଷାଧିକ ଟଙ୍କା । କିନ୍ତୁ ଢେଙ୍କାନାଳ ଜିଲ୍ଲା ଭୁବନର ପୃଷ୍ଟି ପୋଖରୀ ନିକଟରେ ଥିବା ମିନି କଲ୍ୟାଣ ମଣ୍ଡପ ଦୀର୍ଘ ୨ବର୍ଷ ତଳୁ ଉଦଘାଟନ ହୋଇଥିଲା । କିନ୍ତୁ ଏହା ଲୋକମାନଙ୍କ କାମରେ ଆସୁନି । ସ୍ଥାନୀୟ ଏନଏସି ପ୍ରଶାସନର ଅବହେଳାରୁ ମଣ୍ଡପଟି ବର୍ତ୍ତମାନ ପରିତ୍ୟକ୍ତ ହୋଇ ପଡିରହିଛି । ମଣ୍ଡପ ମଧ୍ୟରେ ପୂର୍ବରୁ ଅସାମାଜିକ କାର୍ୟ୍ୟ ଚାଲୁଥିଲା । ଏବେ କୌଣସି ବିଲଡର ଏହାକୁ ଦଖଲ କରିଛନ୍ତି । ବେସରକାରୀ ମଣ୍ଡପରେ ଅଧିକ ମୂଲ୍ୟ ଦେଇ ସାଧାରଣରେ ଲୋକମାନେ ବିବାହ, ବ୍ରତ କରି ଖର୍ଚ୍ଚାନ୍ତ ହେଉଛନ୍ତି । ମଣ୍ଡପଟି କାହା ସ୍ୱାର୍ଥ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି