Masthead

ଆନ୍ଧ୍ର ସହ ବଢୁଛି ସୀମା ବିବାଦ

କୋରାପୁଟ (ବଡ଼ ଖବର ବ୍ୟୁରୋ): ଜମି ବାଡି଼କୁ ନେଇ ଆନ୍ଧ୍ର ଏବଂ ଓଡିଶାର ଗାଁ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟୁଛି । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ଆନ୍ଧ୍ର ସୀମାନ୍ତ ସମଭାଈ ପଞ୍ଚାୟତର ସୁନାବେଡା ଗାଁ ନିକଟରେ ଆନ୍ଧ୍ର ସହ ବିବାଦ ବଢୁଛି । ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲ୍ଲା ଡୁମୁରିଗୁଡା ବ୍ଲକର ଭିତରୁଗଣ୍ଡା, କରଲାପୁଟ, ଡେକାପାର, ବଡ଼ଲାମ୍ବାଗୁଡା, ଓ ନିଆଁଆମ୍ଭ, ଗାଁ ଲୋକଙ୍କ ସହିତ ବିବାଦ ଉଗ୍ର ରୂପ ନେଇଛି ।

ଓଡିଶାର ଯାମୁଗୁଡା, ସୁନାବେଡା ଗ୍ରାମବାସୀ ଚାଷ ପାଇଁ ବିଲକୁ ଯାଉଥିବା ବେଳେ ଆନ୍ଧ୍ରର ଡକାପରୁ ଓ କାର୍ଲପୁଟ ଗ୍ରାମବାସୀ ଆକ୍ରମଣ କରିଛନ୍ତି ।, ଆନ୍ଧ୍ର ଜଙ୍ଗଲ ବିଭାଗ କର୍ମଚାରୀମାନେ ୪ଜଣଙ୍କୁ ଅଟକ ରଖିଥିଲେ । ଖବର ପାଇ ପଟାଙ୍ଗୀ ତହସିଲଦାର ପୋଲିସ ସହ ଘଟଣାସ୍ଥଳରେ ପହଂଚି ସେମାନଙ୍କୁ ମୁକ୍ତ କରିଥିବା ଜଣାପଡିଛି । ଆନ୍ଧ୍ର ପକ୍ଷରୁ ପୁଣି ଯାମୁଗୁଡା ନିକଟରେ ପଥର ପକାଇ ଚୁନମାରି ପୁଣି ସୀମା ଚିହ୍ନଟ କରାଯାଇଛି । . ଦୀର୍ଘ ୧୫ଦିନ ହେବ ଲାଗିରହିଥିବା ବିବାଦ ଥମିବାର ନା ନେଉନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼