Masthead

ଆସୁଛି ନୂଆ ଫିଲ୍ମ କ୍ରିଶ୍-୪

ହିନ୍ଦୀ ଚଳଚ୍ଚିତ୍ରର ପ୍ରସିଦ୍ଧ ନିର୍ଦ୍ଦେଶକ ରାକେଶ ରୋଶନ ନୂଆ ଭେଟି ଦେବାକୁ ଯାଉଛନ୍ତି । ସେଥିପାଇଁ ସେ ବହୁତ ପରିଶ୍ରମ କରୁଛନ୍ତି ।ତାହା ହେଲା ତାଙ୍କର ନୂଆ ଫିଲ୍ମ କ୍ରିଶ୍-୪ । ପ୍ରକାଶ ଯେ ‘କ୍ରିଶ ୪’ରେ ଅଭିନେତା ହ୍ରିତିକ ରୋଶନଙ୍କୁ ଗୋଟିଏ କିମ୍ବା ଦୁଇଟି ଚରିତ୍ରରେ ନୁହେଁ ବରଂ ଚାରୋଟି ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ରାକେଶ କରିବେ ଜଣେ ନୂଆ ହିରୋଇନକୁ ଲଞ୍ଚ। ଏହି ଫିଲ୍ମରେ ରାକେଶ ହ୍ରିତିକ ରୋଶନଙ୍କୁ ହିରୋ ଏବଂ ଭିଲେନ କରିବା ପାଇଁ ମନସ୍ଥ କରିଛନ୍ତି ।

ହ୍ରିତିକ ରୋଶନଙ୍କୁ ଏକ ଫିଲ୍ମରେ ପୁରା ଚାରୋଟି ଚରିତ୍ରରେ ଦେଖିବାକୁ ମିଳିବ । ଏହି ଚାରୋଟି ଚରିତ୍ର ଏବଂ କାହାଣୀ ଭିନ୍ନ ରହିବ । ଫିଲ୍ମଟି ବହୁତ ବଡ ବଜେଟ୍ର ହେବାକୁ ଯାଉଛି । ପ୍ରକାଶ ଯେ ରାକେଶ ଯୁବ ଅଭିନେତ୍ରୀ କିଆରା ଆଡଭାନୀଙ୍କୁ କ୍ରିଶ ୪ ର ମୁଖ୍ୟ ଅଭିନେତ୍ରୀ ପାଇଁ ଚୟନ କରୁଛନ୍ତି । ରାକେଶ ରୋଶନ ଫିଲ୍ମରେ ଜଣେ ସୁପରହିଟ୍ ମହିଳାଙ୍କୁ ଦେଖାଇବାକୁ ନିଷ୍ପତ୍ତି ନେଇଛନ୍ତି । ହୁଏତ ସେ ସୁପରହିଟ୍ କିଆରା ଆଡଭାନୀ ହୋଇପାରନ୍ତି । କିଆରାଙ୍କ ସହ ହ୍ରିତିକ ଙ୍କ ଯୋଡ଼ି ରୋମାଣ୍ଟିକ ହେବ। ଏହି ସବୁ ବିଷୟରେ ରାକେଶ ରୋଶନ ଚୁପ୍ ରହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା