Masthead

ଲଞ୍ଚ ହେବାକୁ ଯାଉଛି ଆଇଫୋନ ୧୩

ଆପଲର ପ୍ରସିଦ୍ଧ ବିଶ୍ଳେଷକ ମିଙ୍ଗ-ଚି କ୍ୟୁ ପରବର୍ତ୍ତୀ ଆଇଫୋନ ୧୩ ର ବହୁ ଉତ୍ପାଦନ ଆସନ୍ତା ବର୍ଷ ଲଞ୍ଚ ହେବକୁ ଯାଉଛି  ବୋଲି ସୂଚନା ଦେଇଛନ୍ତି । ଯଦି ଆଇଫୋନ୍ ୧୩ ର ଉତ୍ପାଦନ ଆସନ୍ତା ବର୍ଷ ଗ୍ରୀଷ୍ମରେ ହୁଏ ତେବେ ଆପଲ୍ ସେପ୍ଟେମ୍ବର ୨୦୨୧ ରେ ଲଞ୍ଚ କରିବ। ଆଇଫୋନ ୧୨ ର ଉତ୍ପାଦନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥିଲା ଏବଂ ନୂତନ ମଡେଲର ପ୍ରବର୍ତ୍ତନରେ ବିଳମ୍ବ କରିଥିଲା । ତେବେ ଏଥର ଆଇଫୋନ୍ ୧୩ ଲଞ୍ଚରେ ବିଳମ୍ବ ହେବ ନାହିଁ ବୋଲି ଆଶା ରଖାଯାଇଛି । ଜାଣନ୍ତୁ କଣ ରହିଛି ଫିଚର

ଫିଚର
ଆଇଫୋନ୍ ୧୩ ରେ ଚାରୋଟି ମଡେଲ ରହିଛି
• ଉନ୍ନତ କ୍ୟାମେରା
• ଏଫ / ୧.୮ ଆପେଚର
• ଅଲ୍ଟ୍ରା ୱାଇଡ୍ ସେନ୍ସର
• ଅଟୋଫୋକସ ସହିତ ୬ପି ଲେନ୍ସ ଅପଗ୍ରେଡ୍

 

ଆଇଫୋନ୍ ୧୨ ର ସମସ୍ତ ମଡେଲଗୁଡିକରେ ଏଫ/ ୨.୪ ଆପେଚର, ୫ପି ଏବଂ ଫିକ୍ସଡ ଫୋକସ ସହିତ ଅଲ୍ଟ୍ରା ୱାଇଡ୍ ସେନ୍ସର ଅଛି । ଆଇଫୋନ୍ ୧୨ ଭଲ କାମ କରୁଥିବା ଦେଖି କମ୍ପାନୀ ପୂର୍ବ ଅପେକ୍ଷା ଅଧିକ ବିକ୍ରୟ କରିବ ବୋଲି ଆଶା ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା